Trending Photos
)
ବ୍ରହ୍ମପୁର: ପୁଣି ଥରେ ବ୍ରହ୍ମପୁର ସହରରେ ୪ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୭ ତାରିଖ ଶନିବାର ଠାରୁ ତାରିଖ ୩୦ ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ମେଡିକାଲ ସପ ଓ କ୍ଷୀର ସପ୍ଲାଏକୁ ବାଦ ଦେଲେ ସବୁକିଛି ସହରରେ ବନ୍ଦ ରହିବ।
ଏହି ୪ ଦିନରେ ବ୍ରହ୍ମପୁର ସହରରେ ହେଲଥ ସ୍କ୍ରିନିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ୭୦ଟି ମେଡିକାଲ ଟିମ ଗଠନ ହୋଇଥିବା ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।