ବହୁଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟାକାଣ୍ଡର ଗୁମର ଖୋଲିଲା ପୋଲିସ

ବ୍ରହ୍ମପୁର ଗୋଶାଣି ନୂଆଗାଁ ଥାନା ଅନ୍ତର୍ଗତ ହିଲପଟଣାଠାରେ ପ୍ରତିଷ୍ଠିତ କ୍ଷୀର ବ୍ୟବସାୟୀ ଲମ୍ବୋଧର ମୁନି ହତ୍ୟାକାଣ୍ଡ ଘଟଣା ୫ ଦିନ ପରେ ଗୁମର ଫିଟାଇବାରେ ସଫଳ ହୋଇଛି ପୋଲିସ । ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ମାଷ୍ଟର ମାଇଣ୍ଡ ତଥା ଲମ୍ବୋଦରଙ୍କ ଡ୍ରାଇଭର ରୁପେଶ ପାଢୀ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ରେ ସଫଳ

ବହୁଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟାକାଣ୍ଡର ଗୁମର ଖୋଲିଲା ପୋଲିସ

About the Author