କୋରୋନା ସାଜିଛି କାଳ, ଫିକା ପଡ଼ିବ ମା'ଙ୍କ ପୂଜା

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଫିକା ପଡିପାରେ ମା ଦୁର୍ଗାଙ୍କ ପୂଜା ସମାରୋହ। ପୂଜା ମଣ୍ଡପ ଗୁଡିକରେ ଏଥର ଦୁର୍ଗାପୂଜାର ଆୟୋଜନ ନ କରିବା ଲାଗି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆହ୍ୱାନ କରିବା ପରେ ମା'ଙ୍କ ଆବାହନ ଏକ ପ୍ରକାର ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଛି । ଯାହାକୁ ସହରର ବିଭିନ୍ନ ପୂଜା ମଣ୍ଡପ କମିଟି ସହଜରେ ଗ୍ରହଣ କରି ପାରୁନଥିବା ବେଳେ

କୋରୋନା ସାଜିଛି କାଳ, ଫିକା ପଡ଼ିବ ମା'ଙ୍କ ପୂଜା
Image Credit: ପ୍ରତିକାତ୍ମକ ଫଟୋ

About the Author