ପ୍ରବାସୀ ଓଡ଼ିଆଙ୍କୁ ଆଇନର ପାଠ ପଢ଼ାଇଲେ ଗଞ୍ଜାମ ଏସପି

ଗୁଜୁରାଟ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଇତ୍ୟାଦିରେ ଫସିରହିଥିବା ଶ୍ରମିକମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଏଥିପାଇଁ ସ୍ୱତନ୍ତ୍ର ରେଳର ବ୍ୟବସ୍ଥା ମଧ୍ୟ ହୋଇଛି ।

ପ୍ରବାସୀ ଓଡ଼ିଆଙ୍କୁ ଆଇନର ପାଠ ପଢ଼ାଇଲେ ଗଞ୍ଜାମ ଏସପି
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author