ଜଗନାଥପ୍ରସାଦରେ ଭୟାବହ ଅଗ୍ନିକାଣ୍ଡ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁ ଗ୍ରାମର ଖଇରଝୋଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଆଖି ପିଛୁଳାକେ ଘରକୁ ଘର ନିଆଁ ୧୨ଟି ପରିବାରର ୧୪ ବଖରା ଘର ପୋଡି ଭସ୍ମିଭୁତ ହୋଇଥିବା ସୁଚନା ମିଳିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ୧୨ଟି ଘରର ୧୪ ବଖରା ସମେତ ଆସବାବପତ୍ର ପୋଡି ପାଉଁଶ ହୋଇଥିବା ବେଳେ ଲକ

ଜଗନାଥପ୍ରସାଦରେ ଭୟାବହ ଅଗ୍ନିକାଣ୍ଡ

About the Author