ଡରାଉଛି କୋରୋନା, ଗଞ୍ଜାମରେ ଥଣ୍ଡା ଜ୍ୱରର ଆତଙ୍କ

ଗଞ୍ଜାମ ଜିଲ୍ଲାର କବିସୁର୍ଯ଼୍ୟନଗର, ବୁଗୁଡା, ସାନଖେମୁଣ୍ଡି, ଶେରଗଡ, ଦିଗପହଣ୍ଡି, ପାତ୍ରପୁର, ରଙ୍ଗେଇଲୁଣ୍ଡା ଓ ବ୍ରହ୍ମପୁର ସହରରେ ଏବେ କୋରୋନା ଜନିତ ଲକ୍ଷଣ ଥାଇ ମଧ୍ୟ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅନେକଙ୍କ ମୃତ୍ୟୁ ଘଟିଲାଣି ।

ଡରାଉଛି କୋରୋନା, ଗଞ୍ଜାମରେ ଥଣ୍ଡା ଜ୍ୱରର ଆତଙ୍କ
Image Credit: ପ୍ରତୀକାତ୍ମକ ଫଟୋ

About the Author