ମୁଣ୍ଡ ବିନ୍ଧାଉଛି କୋରୋନା ମାମଲା, ଘରକୁ ଫେରିଛନ୍ତି ୫୦ ପ୍ରତିଶତ

ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ତାଲିକା ଶୀର୍ଷରେ ରହିଥିବା ବେଳେ ସ୍ଥିତି ଉଦବେଗ ଜନକ ଭିତରେ ଗତି କରୁଥିବା କୁହାଯ଼ାଉଛି। ଏଭଳି ପରିସ୍ଥିତିରେ ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କୋରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ପ୍ରଥମ ପର୍ଯ୍ୟାୟରେ ଅନେକ ପ୍ରବାସୀ ମୁକ୍ତିପାଇଥିବା ଦେଖିବାକୁ ମି

ମୁଣ୍ଡ ବିନ୍ଧାଉଛି କୋରୋନା ମାମଲା, ଘରକୁ ଫେରିଛନ୍ତି ୫୦ ପ୍ରତିଶତ

About the Author