ଭିଜିଲାନ୍ସ ଜାଲରେ ମେଡିକାଲ କଲେଜର କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ମେଡିକାଲ କଲେଜର କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର କନିଷ୍ଠ କିରାଣୀ ଶ୍ରୀକାନ୍ତ ଦାସ ।

Jan 7, 2020, 07:04 AM IST
ବ୍ରିଜ ତଳକୁ ଖସିଲା କାର, ୫ ମୃତ

ବ୍ରିଜ ତଳକୁ ଖସିଲା କାର, ୫ ମୃତ

ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

Jan 4, 2020, 01:48 PM IST
ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା  ୨ ବାଇକ

ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ୨ ବାଇକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ଗ୍ରାମର ପୋଲ ତଳକୁ  ବାଇକ ଖସି ପଡିଛି

Jan 1, 2020, 10:53 PM IST
 ସିଲ୍କସିଟିରେ ଜିରୋ ନାଇଟ୍‌ ପ୍ରସ୍ତୁତି

ସିଲ୍କସିଟିରେ ଜିରୋ ନାଇଟ୍‌ ପ୍ରସ୍ତୁତି

 ଆରମ୍ଭ ହୋଇଛି ନୂଆବର୍ଷକୁ ସ୍ବାଗତ କରିବା ଆୟୋଜନ

Dec 30, 2019, 10:46 PM IST
ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯: ଶେଷ ସନ୍ଧ୍ୟାରେ ବଲିଉଡ ସିଙ୍ଗର ଶାନଙ୍କ ଗୀତରେ ଦର୍ଶକ ମତୁଆଲା

ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯: ଶେଷ ସନ୍ଧ୍ୟାରେ ବଲିଉଡ ସିଙ୍ଗର ଶାନଙ୍କ ଗୀତରେ ଦର୍ଶକ ମତୁଆଲା

  ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ ଉଦଯାପିତ ହୋଇଛି । 

Dec 29, 2019, 07:51 PM IST
  ଡିଜିଟାଲ  ଯୁଗରେ ନିଜର ସ୍ଥିତି ବଜାୟ ରଖିଛି  ଗ୍ରୀଟିଙ୍ଗସ

ଡିଜିଟାଲ ଯୁଗରେ ନିଜର ସ୍ଥିତି ବଜାୟ ରଖିଛି ଗ୍ରୀଟିଙ୍ଗସ

  କଥାରେ ଅଛି ଓଲ୍ଡ ଇଜ ଗୋଲ୍ଡ । ଏଥିଲାଗି ତ ଆଜି ର ଡିଜିଟାଲ  ଯୁଗରେ ନିଜର ସ୍ଥିତି ବଜାୟ ରଖିଛି  ଗ୍ରୀଟିଙ୍ଗସ ଆଉ ନିଜର ଅଭୂଲା ସ୍ମୃତି କୁ ସାଉଁଟୁଛନ୍ତି ଅନେକ ।  

Dec 29, 2019, 06:09 PM IST

ଗଞ୍ଜାମ ଥତୁରୁବୁଡ଼ାଇ ଗାଁରେ ଗୋଟିଏ ପରିବାରର ୩ ଝିଅଙ୍କ ମୃତ୍ୟୁ ଅଭିଯୋଗ

#Ganjam #Odisha ଗଞ୍ଜାମ ଥତୁରୁବୁଡ଼ାଇ ଗାଁରେ ଗୋଟିଏ ପରିବାରର ୩ ଝିଅଙ୍କ ମୃତ୍ୟୁ ଅଭିଯୋଗ । ଫଲୋକରନ୍ତୁ ଜୀ ଓଡ଼ିଶା ଟୁଇଟର, ହେଲୋ, ଇନଷ୍ଟାଗ୍ରାମ, ଲାଇକ କରନ୍ତୁ ଫେସବୁକ୍, ସବସ୍କ୍ରାଇବ କରନ୍ତୁ ୟୁ-ଟ୍ୟୁବ୍ ଓ ଅଧିକ ଖବର ପାଇଁ ଲଗ ଇନ୍ କରନ୍ତୁ www.zeeodisha.tv, ଏଣିକି ଖବର ପାଇବା ଅତି ସହଜ । ଘରେ ହେଉ ଅବା ବାହାରେ, ଯେଉଁଠି ମଧ୍ୟ ମୋବାଇଲରେ ପାଇ ପାରିବେ ଆମ ଖବର, ଖାଲି ଖବର ନୁହେଁ ବରଂ ସଠିକ୍ ଖବର । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news

Dec 28, 2019, 05:10 PM IST
ଗୋପାଳପୁର ବେଳାଭୂମି ମହୋତ୍ସବରେ କମିଟି ସଭାପତିଙ୍କ ଦାଦାଗିରି

ଗୋପାଳପୁର ବେଳାଭୂମି ମହୋତ୍ସବରେ କମିଟି ସଭାପତିଙ୍କ ଦାଦାଗିରି

ଖବର ସଂଗ୍ରହ କରିବା ଲାଗି ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ଆଚରଣ ପ୍ରଦର୍ଶନ କରିବା ସହ ମହୋତ୍ସବରୁ ଘୋଉଡାଇ ଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି

Dec 27, 2019, 09:36 PM IST
ଓଲଟିଲା ପିକନିକ୍ ବସ୍, ୨୦ ଛାତ୍ରଛାତ୍ରୀ ଆହତ

ଓଲଟିଲା ପିକନିକ୍ ବସ୍, ୨୦ ଛାତ୍ରଛାତ୍ରୀ ଆହତ

ପିକନିକ ବସ ଦୁର୍ଘଟଣା ଗସ୍ତ । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଛାତ୍ରଛାତ୍ରୀଙ୍କ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Dec 24, 2019, 08:22 AM IST
ପିଲାଙ୍କ ବହି ବିକ୍ରି ଅଭିଯୋଗରେ ପାଟପୁର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ପିଲାଙ୍କ ବହି ବିକ୍ରି ଅଭିଯୋଗରେ ପାଟପୁର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ସର୍ବଶିକ୍ଷା ଅଭିଯାନରେ ପିଲାଙ୍କ ପାଇଁ ଆସିଛି ବହି, ବିକ୍ରି କରୁଥିଲେ ଶିକ୍ଷୟିତ୍ରୀ !

Dec 24, 2019, 08:03 AM IST
ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

  ଠିକ ୪ ଟା ସମୟରେ  ଗୋପାଳପୁର ଠାରେ ପହଞ୍ଚି ବେଳାଭୂମି ମହୋତ୍ସବର ଶୁଭ ଉଦଘାଟନ କରିବା ସହ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Dec 23, 2019, 05:17 PM IST
ଦେବଦୂତ ସାଜିଲେ ଗଞ୍ଜାମ ଜିଲ୍ଲାପାଳ

ଦେବଦୂତ ସାଜିଲେ ଗଞ୍ଜାମ ଜିଲ୍ଲାପାଳ

ଜୀବନ ବଞ୍ଚାଇଲେ ଜିଲ୍ଲାପାଳ

Dec 22, 2019, 01:23 PM IST
ସଜେଇ ହେଲାଣି ଗୋପାଳପୁର ବେଳାଭୂମି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଆସିବେ ଏହି ନାମିଦାମୀ କଳାକାର

ସଜେଇ ହେଲାଣି ଗୋପାଳପୁର ବେଳାଭୂମି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଆସିବେ ଏହି ନାମିଦାମୀ କଳାକାର

ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ, ଆସନ୍ତା 24 ତାରିଖ ଠାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମୋହତ୍ସବ 2019 

Dec 21, 2019, 11:28 PM IST
 ପରିବା ବଜାରରେ CAA ପ୍ରଭାବ ; ପିଆଜ ପରେ ଆଳୁ ହେଲା ମହଙ୍ଗା

ପରିବା ବଜାରରେ CAA ପ୍ରଭାବ ; ପିଆଜ ପରେ ଆଳୁ ହେଲା ମହଙ୍ଗା

ଆଳୁ ଓ ପିଆଜର ଦରକୁ ନେଇ ଏବେ ଚିନ୍ତାରେ ସାଧାରଣ ଖାଉଟି । 

Dec 21, 2019, 09:36 AM IST
ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା କୁକୁର

ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା କୁକୁର

  ବିଶ୍ୱସନୀୟତାର ପରିଚୟ ଦେଖାଇଲା କୁକୁର । ଏକ ଦୋକାନ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ସାପକୁ କଲା କୁକୁର  ବିରୋଧ । ଯାହା ଫଳରେ ନାଗ ସାପ ସହ କୁକୁର ମଧ୍ୟରେ ଚାଲିଥିଲା ଘମାଘୋଟ ଲଢ଼େଇ ।

Dec 21, 2019, 07:45 AM IST
ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ବୋମା ମାଡରେ ୫ ଗୁରୁତର

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ବୋମା ମାଡରେ ୫ ଗୁରୁତର

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ ।  ଗୋଟିଏ ଗୋଷ୍ଠୀର ବୋମା ମାଡରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । 

Dec 20, 2019, 07:11 AM IST
ସୁଧ ଗଣୁଥିଲେ ବୋଲି ନକଲି ପୋଲିସ ସାଜିଲେ ଅଧ୍ୟାପକ

ସୁଧ ଗଣୁଥିଲେ ବୋଲି ନକଲି ପୋଲିସ ସାଜିଲେ ଅଧ୍ୟାପକ

ଵ୍ରହ୍ମପୁରରେ ନକଲି ପୋଲିସର ଦାଦଗିରି

Dec 19, 2019, 10:55 PM IST
ପଢନ୍ତୁ, ଫାଶୀ ଦେବା ପୂର୍ବରୁ କିପରି ରହିଥାଏ ଫାଶୀର ପକ୍ରିୟା

ପଢନ୍ତୁ, ଫାଶୀ ଦେବା ପୂର୍ବରୁ କିପରି ରହିଥାଏ ଫାଶୀର ପକ୍ରିୟା

ଓଡିଶାର ଏକମାତ୍ର ମଣ୍ଡଳ କାରଗାର ଯେଉଁଠି ରହିଛି ସ୍ୱତନ୍ତ୍ର ଫାଶୀ କୋଠରି 

Dec 19, 2019, 08:21 AM IST
ପୁଣି ଧରାପଡ଼ିଲେ ଆଉ ୫ଜଣ ନକଲି ଶିକ୍ଷକ

ପୁଣି ଧରାପଡ଼ିଲେ ଆଉ ୫ଜଣ ନକଲି ଶିକ୍ଷକ

ଜୀ ଓଡ଼ିଶାର ମହା ପ୍ରଭାବ, ପୁଣି ଧରାପଡ଼ିଲେ ଆଉ ୫ଜଣ ନକଲି ଶିକ୍ଷକ

Dec 18, 2019, 07:13 PM IST
ଆସାମରେ କର୍ଫ୍ୟୁ ; ଟ୍ରେନିଂ କ୍ଯାମ୍ପ ଯାଇ  ହଟହଟା ହେଉଛନ୍ତି ୬୫ NCC କ୍ୟାଡେଟ

ଆସାମରେ କର୍ଫ୍ୟୁ ; ଟ୍ରେନିଂ କ୍ଯାମ୍ପ ଯାଇ ହଟହଟା ହେଉଛନ୍ତି ୬୫ NCC କ୍ୟାଡେଟ

ଅଲ ଇଣ୍ଡିଆ ଟ୍ରେନିଂ କ୍ଯାମ୍ପରେ ଛାତ୍ର ମାନେ ଯୋଗ ଦେବାକୁ ଯାଇ କର୍ଫ୍ଯୁ ଯୋଗୁଁ ହଟହଟା ହେଉଛନ୍ତି ।

Dec 18, 2019, 12:04 PM IST