ବ୍ରହ୍ମପୁରର ମୁଆଁ ଭାରତରେ ସୃଷ୍ଟି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ, ଜାଣନ୍ତୁ କିପରି ହୁଏ ପ୍ରସ୍ତୁତ

ବ୍ରହ୍ମପୁରର ମୁଆଁ ଭାରତରେ ସୃଷ୍ଟି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ, ଜାଣନ୍ତୁ କିପରି ହୁଏ ପ୍ରସ୍ତୁତ

ପୌରାଣିକ କଥାବସ୍ତୁ ଅନୁଯାୟୀ ବର୍ଷର ପ୍ରଥମ ଅମଳ ଧାନରୁ ଲିଆରେ ମୁଆଁ ପ୍ରସ୍ତୁତ କରି ଜଗନ୍ନାଥଙ୍କ ପାଖରେ ଧନୁ ସଂକ୍ରାନ୍ତି ଦିନ ପ୍ରଥମେ ଭୋଗ ଲାଗିଥାଏ

Dec 17, 2019, 07:50 PM IST
ଗଞ୍ଜାମ ସୁନାଥର ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର

ଗଞ୍ଜାମ ସୁନାଥର ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର

ଗଞ୍ଜାମ ପୁରୁଷତ୍ତୋମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟଭୟ ଅଗ୍ନିକାଣ୍ଡ। ଜଳିଗଲା ୩୦ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଷ ହୋଇଯାଇଛି । ଦୁଇ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ । 

Dec 16, 2019, 12:46 PM IST
ଏଲୋପାଥି  ଚିକିତ୍ସା କ୍ଷେତ୍ରରେ ଅଧିକ ନୂତନ ପନ୍ଥା ବାହାର କରିବା ଆବଶ୍ୟକ: ରାଜ୍ୟପାଳ ଗଣେଶଲାଲ

ଏଲୋପାଥି ଚିକିତ୍ସା କ୍ଷେତ୍ରରେ ଅଧିକ ନୂତନ ପନ୍ଥା ବାହାର କରିବା ଆବଶ୍ୟକ: ରାଜ୍ୟପାଳ ଗଣେଶଲାଲ

ଏହି କର୍ମଶାଳା ଗତ କାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ୧୫ ତାରିଖରେ ଶେଷ ହେବ ।

Dec 14, 2019, 05:00 PM IST
ଦୁର୍ନିତୀର ନୂଆ ତରିକା

ଦୁର୍ନିତୀର ନୂଆ ତରିକା

ବ୍ରହ୍ମପୁର ମହାନଗର ନିଗମର ସବୁଠାରୁ ବଡ଼ କଳଙ୍କିତ ଅଧ୍ୟାୟ  । ରାସ୍ତା ନିର୍ମାଣ ଆଳରେ ଠିକାଧାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ କିଭଳି ରହିଛି ଭିତିରିଆ ପ୍ରିୟାପ୍ରୀତି ତାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ସହରର ୩୫ ଓ ୩୬ ନଂ ୱାର୍ଡରେ  । ଗୋଟିଏ ପଟେ ଘର ଘରକୁ ଜାନିବିଲ ପ୍ରକଳ୍ପର ପାଣି ଯୋଗାଇ ଦେବା ଲାଗି ପାଇପ ବିଛା ନିମନ୍ତେ ରାସ୍ତା ଖୋଳା ଚାଲିଥିବା ବେଲେ ଜାଣିଶୁଣି କିଛି ମାସ ପୂର୍ବରୁ ସେହି ସ୍ଥାନରେ ତରବରିଆ ଭାବେ ରାସ୍ତା କାମ କରି ଟଙ୍କା ଉଠେଇ ନିଆଯାଇଛି । ଯାହାକୁ ନେଇ ଦେଖା ଦେଇଛି ଜନ ଅସନ୍ତୋଷ  ।

Dec 14, 2019, 07:30 AM IST
ଏଣିକି ସହରବାସୀଙ୍କ ସମସ୍ୟା ଦୂର କରିବ ଅର୍ବାନ ସେବା

ଏଣିକି ସହରବାସୀଙ୍କ ସମସ୍ୟା ଦୂର କରିବ ଅର୍ବାନ ସେବା

ଵ୍ରହ୍ମପୁର ମହାନଗର ନିଗମ ପିପିପି ମୋଡ଼ରେ ସହରବାସୀଙ୍କୁ ସୁବିଧା ଯୋଗାଇଦେବା ଲାଗି ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ମଲ୍ଟି ଆପ

Dec 13, 2019, 08:53 PM IST
ବିଶାଳକାୟ ତିମିର ମୃତଦେହ ଉଦ୍ଧାର

ବିଶାଳକାୟ ତିମିର ମୃତଦେହ ଉଦ୍ଧାର

ଏହି ବିଶାଳକାୟ ତିମି ମାଛକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଛି ।

Dec 13, 2019, 03:45 PM IST
ଅସହାୟଙ୍କ ପାଇଁ ସାହାରା ପାଲଟିଛି  ଟିମ କ୍ଲିନ ସିଟି ସଂଗଠନ

ଅସହାୟଙ୍କ ପାଇଁ ସାହାରା ପାଲଟିଛି ଟିମ କ୍ଲିନ ସିଟି ସଂଗଠନ

ଟିମ୍ କ୍ଲିନ ସଂଗଠନ ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ମାନଙ୍କରେ ରାସ୍ତା କଡରେ  ଜୀବନ  ବିତାଉଥିବା ଅବହେଳିତ ଲୋକଙ୍କୁ ଚିହ୍ନଟ କରି ସେବା ଯୋଗାଇଦେବା ସହ ଅନ୍ୟମାନଙ୍କ ପାଇ ପାଲଟିଛନ୍ତି ଉଦାହରଣ

Dec 12, 2019, 05:29 PM IST
ବିପଦରେ କୃଷ୍ଣସାର ମୃଗଙ୍କ ଜୀବନ !

ବିପଦରେ କୃଷ୍ଣସାର ମୃଗଙ୍କ ଜୀବନ !

ସେପଟେ ମରି ପଡିଥିବା କୃଷ୍ଣ ସାର ମୃଗକୁ ଘଣ୍ଟା ଘଣ୍ଟା ଧରି କୁକୁର ଝୁଣି ଖାଉଥିବା ଦେଖା ଦେଇଥିବା ବେଳେ ସୀମା ବିବାଦରେ ବନ କର୍ମଚାରୀ ମୁହଁ ଫେରାଇବା ପରିବେଶବିତ୍ ମାନଙ୍କୁ ମର୍ମାହତ କରିଛି ।

Dec 12, 2019, 04:28 PM IST
ବ୍ରହ୍ମପୁରରେ ଗୁଳିମାଡ଼

ବ୍ରହ୍ମପୁରରେ ଗୁଳିମାଡ଼

ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ଘାଟି କାଳୁଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି

Dec 12, 2019, 11:08 AM IST
କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ପ୍ରକଳ୍ପକୁ ତାରିଫ କଲେ ପୁତିନ

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ପ୍ରକଳ୍ପକୁ ତାରିଫ କଲେ ପୁତିନ

ଉତ୍କଟ ପାଣି ସମସ୍ୟାର ସରଳ ସମାଧାନ ବାହାର କରି ସମସ୍ତଙ୍କ ମନ ଜିଣିବା ସହ ରୁଷ ସୋଚି ଠାରେ ଆୟଜିତ ଇନୋଭେସନ ମାରାଥନ କାର୍ଯ୍ୟକ୍ରମ ରେ ଯୋଗଦେଇ ରୁଷ  ରାଷ୍ଟ୍ରପତିଙ୍କ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରି ପ୍ରଶଂସିତ  ମଧ୍ୟ ହୋଇଛନ୍ତି ।

Dec 11, 2019, 09:46 PM IST
ଆବର୍ଜନା ଓ ସ୍କ୍ରାପ ସାମଗ୍ରୀରୁ ଆଇଟିଆଇ ଛାତ୍ରଛାତ୍ରୀ ପ୍ରସ୍ତୁତ କଲେ ଜିରାଫ

ଆବର୍ଜନା ଓ ସ୍କ୍ରାପ ସାମଗ୍ରୀରୁ ଆଇଟିଆଇ ଛାତ୍ରଛାତ୍ରୀ ପ୍ରସ୍ତୁତ କଲେ ଜିରାଫ

ପାଠ ପଢା ସାଙ୍ଗକୁ  ନିଜର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଗତ ୨ ମାସ ଧରି ଫିଟର, ୱେଲଡର, ଟୋର୍ନର ଓ ପେଇଣ୍ଟର ବିଭାଗର ଶିକ୍ଷକଙ୍କ ସହାୟତାରେ ଅକ୍ଲାନ୍ତ ପରିଶ୍ରମ କରି ବିଶାଳକାୟ ଜିରାଫଟି ଛାତ୍ର ଛାତ୍ରୀ ନିର୍ମାଣ କରିବାରେ ସଫଳ ହୋଇଥିବା ବେଳେ ଅଦରକାରି ଲୁହାକୁ ଏଥିରେ ଅତି ସୁନ୍ଦର ଭାବରେ ଖଞ୍ଜାଜାଇଛି ।  

Dec 10, 2019, 07:22 PM IST
ବିଦ୍ୟାର୍ଥୀଙ୍କ ପାଇଁ ଗଠନ ହେଲା ଗୁରୁ-ଛାତ୍ର କଲ୍ୟାଣ ପାଣ୍ଠି

ବିଦ୍ୟାର୍ଥୀଙ୍କ ପାଇଁ ଗଠନ ହେଲା ଗୁରୁ-ଛାତ୍ର କଲ୍ୟାଣ ପାଣ୍ଠି

ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ସୃଷ୍ଟି  କରିଛି ଏକ ଭିନ୍ନ ଉଦାହରଣ । ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଗୁରୁ-ଶିଷ୍ୟଙ୍କ ଅସମୟର ସାଥୀ ହୋଇଛି ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି । ଅସହାୟଙ୍କୁ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଆରମ୍ଭ କରିଛି କଲ୍ୟାଣ ପାଣ୍ଠି ।

Dec 10, 2019, 06:48 PM IST
ଗୋପାଳପୁର ବେଳାଭୂମି ମହୋତ୍ସୋବ; ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର

ଗୋପାଳପୁର ବେଳାଭୂମି ମହୋତ୍ସୋବ; ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର

ଆଉ  ଦିନ କେଇଟା ପରେ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସୋବ ୨୦୧୯ ।

Dec 10, 2019, 06:21 PM IST
ଆଦର୍ଶ ବିବାହ: ଓଡ଼ିଆ ଦୃଷ୍ଟିହୀନ ଝିଅଙ୍କ ହାତ ଧରିଲେ ଆନ୍ଧ୍ର ବର

ଆଦର୍ଶ ବିବାହ: ଓଡ଼ିଆ ଦୃଷ୍ଟିହୀନ ଝିଅଙ୍କ ହାତ ଧରିଲେ ଆନ୍ଧ୍ର ବର

ଅସହାୟକୁ ମିଳିଲା ସାହା, ଓଡ଼ିଆ ଦୃଷ୍ଟିହୀନ ଝିଅଙ୍କ ହାତ ଧରିଲେ ଆନ୍ଧ୍ର ବର

Dec 9, 2019, 06:28 PM IST
ଗଞ୍ଜାମରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୬୨ ବର୍ଷୀୟ ଅଭିଯୁକ୍ତ ଅଟକ

ଗଞ୍ଜାମରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୬୨ ବର୍ଷୀୟ ଅଭିଯୁକ୍ତ ଅଟକ

ଗଞ୍ଜାମ ପାଟପୁର ଅଞ୍ଚଳରେ ଲଜ୍ଜା । ଛଅ ବର୍ଷର ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ  । ଚାଇଲଡ ଲାଇନ୍ ମାଧ୍ୟମରେ ଉଦ୍ଧାର ହେଲେ ପୀଡିତା । ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାଶକୁ ଅଟକ ରଖିଛି ପୋଲିସ । ଘଟଣାର ତଦନ୍ତ ଚାଲିଛି । 

Dec 8, 2019, 01:22 PM IST
ରାଜନୈତିକ ହିଂସାକାଣ୍ଡରେ ଦୁଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ରାଜନୈତିକ ହିଂସାକାଣ୍ଡରେ ଦୁଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ତିନି ରୁ ଚାରି ଜଣ ଅସାମାଜିକ ଯୁବକ ପ୍ରଥମେ କରପଡା ଗ୍ରାମରେ ଖଣ୍ଡା ଓ ମାରଣାସ୍ତ୍ର ରେ ବିଜୟ କୁମାର ସେଠୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ

Dec 6, 2019, 07:31 PM IST
'ମୁଁ ବୃକ୍ଷ ନିଶାଡି'

'ମୁଁ ବୃକ୍ଷ ନିଶାଡି'

ପେଶାରେ ଜଣେ ଦକ୍ଷ ଅଧ୍ୟାପକ କିନ୍ତୁ ନିଶା ତାଙ୍କର ବୃକ୍ଷ ରୋପଣ

Dec 4, 2019, 10:11 PM IST
ଦିବ୍ୟାଙ୍ଗ ରମେଶ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶ ପାଇଁ ଗର୍ବ ଓ ଗୌରବ

ଦିବ୍ୟାଙ୍ଗ ରମେଶ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶ ପାଇଁ ଗର୍ବ ଓ ଗୌରବ

ଶାରୀରିକ ଅକ୍ଷମତାକୁ ନେଇ ଅନେକ ସମୟରେ ଭାଙ୍ଗି ପଡନ୍ତି ଦିବ୍ୟାଙ୍ଗମାନେ । କିଛି ପରିବାର ଭାବନ୍ତି ଏମାନେ ଯେମିତି ଘର ପାଇଁ ଏକ ପ୍ରକାର ବୋଝ ସଦୃଶ । ହେଲେ ଆଜିର ସମାଜରେ ଏଭଳି କିଛି ଦିବ୍ୟାଙ୍ଗ ଅଛନ୍ତି ଅକ୍ଷମତାକୁ ଭୁଲ ପ୍ରମାଣିତ କରି ସାରା ଦେଶରେ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଖାଲି ନିଜ ପରିବାର ନୁହେଁ ବରଂ ସାରା ଦେଶ ଆଜି ସେମାନଙ୍କୁ ନେଇ ଗର୍ବିତ । ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଆଜି ନଜର ପକାଇବା ଏଭଳି ଜଣେ ଦିବ୍ୟାଙ୍ଗଙ୍କ ସଫଳତାର କାହାଣୀ ଉପରେ....

Dec 3, 2019, 08:19 PM IST
झारखंड: वोट मांगते-मांगते रोने लगा आजसू प्रत्याशी, सुदेश महतो ने कहा अब जनता लेगी हिसाब

झारखंड: वोट मांगते-मांगते रोने लगा आजसू प्रत्याशी, सुदेश महतो ने कहा अब जनता लेगी हिसाब

चक्रधरपुर आजसू प्रत्याशी रामलाल मुंडा मंच पर जनता को संबोधित करने आए और खुद को गांव का गरीब लड़का बताकर फूट फूट कर रोने लगे और कहा कि सुदेश महतो ने जो विश्वास उनपर किया है उसे मजबूत करने का समय आ गया है. 

Dec 3, 2019, 09:13 AM IST
ଗଞ୍ଜାମରେ ୧୫ଜଣଙ୍କ ସମୁହ ବିବାହ

ଗଞ୍ଜାମରେ ୧୫ଜଣଙ୍କ ସମୁହ ବିବାହ

ବାପା ମାଆ ଛେଉଣ୍ଡ ତଥା ଅସହାୟ ଗରିବ ପରିବାରକୁ ଚିହ୍ନଟ କରି ସେମାନଙ୍କ ପାଇଁ ନୂଆ ସଂସାରଟିଏ ଗଢିଦେଇଛନ୍ତି ମୁସଲମାନ କଲଚରାଲ ଆସୋସିଏସନ

Dec 2, 2019, 06:42 PM IST