ପ୍ରେମିକା ସମ୍ମୁଖରେ ପ୍ରେମିକର ଆତ୍ମହତ୍ୟା!

ପ୍ରେମିକା ସମ୍ମୁଖରେ ପ୍ରେମିକର ଆତ୍ମହତ୍ୟା!

ସୂଚନା ମୁତାବକ, ଗଜପତି ଜିଲ୍ଲାର ଯୁବକ ସମୀର ନାୟକ ଚନ୍ଦ୍ରଗିରି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ହେଲେ କିଛି ଦିନ ବ୍ୟବଧାନ ପରେ ଉଭୟଙ୍କ ମଧ୍ୟରେ ମନମାଳିନ ସୃଷ୍ଟି ହୋଇଥିଲା । 

Dec 1, 2019, 07:07 PM IST
ଓଡ଼ିଶାର ଏହି ଜିଲ୍ଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଓଡ଼ିଶାର ଏହି ଜିଲ୍ଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ସାରା ଦେଶରେ ଏଚଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶୀର୍ଷ ସ୍ଥାନରେ ରହିଛି l ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୮୮୭ ଗର୍ଭବତୀ ଏଡ୍‌ସରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ବର୍ଷ ତୁଳନାରେ ୨୦୧୮ ଏବଂ ୨୦୧୯ରେଏଡସ୍  ଆକ୍ରାନ୍ତ ଗର୍ଭବତୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି ।

Dec 1, 2019, 05:00 PM IST
ଶାଶୁଘରୁ ଉଦ୍ଧାର ହେଲା ନିଖୋଜ ନାବାଳିକା

ଶାଶୁଘରୁ ଉଦ୍ଧାର ହେଲା ନିଖୋଜ ନାବାଳିକା

ପିପିଲି ସ୍କୁଲରେ ୮ମ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ରୀ ଜଣକ ଗତ ଦୁଇ ମାସ ଧରି ସ୍କୁଲକୁ ଯାଉ ନଥିଲେ । ଏହା ପରେ ଉକ୍ତ ଛାତ୍ରୀଙ୍କ ପରିବାର ଲୋକଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇବା ପରେ ସ୍କୁଲର ଜଣେ ଶିକ୍ଷୟତ୍ରୀ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । 

Dec 1, 2019, 04:39 PM IST
ସାହା 'ଶ୍ରଦ୍ଧା ସଞ୍ଜିବନୀ': ସେବାଶ୍ରମରୁ ସୁନେଲି ସ୍ୱପ୍ନ ଦେଖୁଛି ଏଡସ ଆକ୍ରନ୍ତ ଶିଶୁ

ସାହା 'ଶ୍ରଦ୍ଧା ସଞ୍ଜିବନୀ': ସେବାଶ୍ରମରୁ ସୁନେଲି ସ୍ୱପ୍ନ ଦେଖୁଛି ଏଡସ ଆକ୍ରନ୍ତ ଶିଶୁ

ଜନ୍ମହେବା ଯେମିତି ଏମାନଙ୍କ ପାଇଁ ଅଭିଶାପ । ସମାଜରେ ମୁଣ୍ଡଟେକି ଚାଲିବା ପୁର୍ବରୁ ଏମାନେ ହୋଇଛନ୍ତି ହତଭାଗା । କିଛି ଭୁଲ ନଥାଇ ସମାଜ ଆଖିରେ ଏମାନେ ଦୋଷି !  କାହିଁକି ନା ଏମାନେ ଆଜି ଏଡସ୍ ରୋଗ ଭଳି ମାରାତ୍ମକ ଭୂତାଣୁର ଆକ୍ରାନ୍ତ । ଏଭଳି କିଛି ଅସହାୟ ଶିଶୁଙ୍କ ସାହାରା ପାଲଟିଛି ଶ୍ରଦ୍ଧା ସଞ୍ଜିବନୀ । ଓଡିଶାର ଏକମାତ୍ର ଏହି ବିରଳ ସେବାଶ୍ରମରେ ପିଲାଙ୍କ ମୁହଁରେ ଟିକେ ହସ ଫୁଟାଇବା ଲାଗି ଚାଲିଛି ଉଦ୍ୟମ । 

Dec 1, 2019, 01:04 PM IST
ବିଭିନ୍ନ ଦାବିକୁ ନେଇ ମେଳି ବାନ୍ଧିଲା ଓଡ଼ିଶା ମିଳର ମାଲିକ ମହାସଂଘ

ବିଭିନ୍ନ ଦାବିକୁ ନେଇ ମେଳି ବାନ୍ଧିଲା ଓଡ଼ିଶା ମିଳର ମାଲିକ ମହାସଂଘ

ଗଞ୍ଜାମର ତାମ୍ପରା ଠାରେ ଓଡିଶାର ବିଭିନ୍ନ ଜିଲ୍ଲାର ମିଲର ମାଲିକମାନେ ଏକତ୍ରୀତ ହୋଇ ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଗତ ବର୍ଷଗୁଡିକରେ ଧାନକିଣା ବେଳେ ମିଲରମାନେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କାମ କରି ଆସୁଥିଲେ । 

Nov 30, 2019, 05:07 PM IST
ନକଲି ମାଷ୍ଟ୍ରେଙ୍କ ଲମ୍ବା ତାଲିକା

ନକଲି ମାଷ୍ଟ୍ରେଙ୍କ ଲମ୍ବା ତାଲିକା

ଆଗରୁ ଧରା ପଡ଼ିଥିଲେ ୦୭ ଏବେ ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ । ଏଯାଏ ଧରାପଡ଼ିଥିବା ମୋଟ ଶିକ୍ଷକକ ସଂଖ୍ୟା ହେଲା ୧୬  । ଜୀ ଓଡ଼ିଶାରେ ନକଲି ଶିକ୍ଷକ ସମ୍ପର୍କରେ ଖୁଲାସା ହେବେ ପରେ ଏହି ରାକେଟ ଉପରୁ ପରଦା ଉଠୁଛି । ଡରରେ ନିଜଆଡୁ ଇସ୍ତଫା ଦେଇ ସାରିଛନ୍ତି ୩ ଜଣ ନକଲି ଶିକ୍ଷକ । ଗଞ୍ଜାମରେ ଖୋଲୁଛି 420 ନକଲି ଶିକ୍ଷକଙ୍କ ଜାଲ ପେଢି । 

Nov 29, 2019, 09:45 PM IST
ପ୍ରେମ ପ୍ରସଙ୍ଗକୁ ନେଇ ଯୁବକଙ୍କୁ ହତ୍ୟା, ଗିରଫ ୨ ଅଭିଯୁକ୍ତ

ପ୍ରେମ ପ୍ରସଙ୍ଗକୁ ନେଇ ଯୁବକଙ୍କୁ ହତ୍ୟା, ଗିରଫ ୨ ଅଭିଯୁକ୍ତ

ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟଜଣେ ନାବାଳକ ହେତୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଯାଇଛି l ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରେସ ଇସ୍ତାହାରରେ ସ୍ପଷ୍ଟ  କରିଛି l

Nov 28, 2019, 09:57 PM IST
'ତିତିଲି'ର କ୍ଷତି ପୂରଣ ଦାବିରେ ଆମରଣ ଅନଶନରେ ବସିଲେ ଗ୍ରାମବାସୀ

'ତିତିଲି'ର କ୍ଷତି ପୂରଣ ଦାବିରେ ଆମରଣ ଅନଶନରେ ବସିଲେ ଗ୍ରାମବାସୀ

ଦାବି ମୁତାବକ, ତିତିଲି ମହାବାତ୍ୟା ସମୟରେ ରାଜ୍ୟର ଏହି ୩ ପଞ୍ଚାୟତର ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଅନେକ ଥର ସର୍ଭେ କରାଯାଇ କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ କରାଗଲା ।

Nov 26, 2019, 07:18 PM IST
ବ୍ରହ୍ମପୁରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚକାଜାମ ଡାକରା

ବ୍ରହ୍ମପୁରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚକାଜାମ ଡାକରା

ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ସମସ୍ତ ବସକୁ ହଳଦିଆପଦର ନୂତନ ବସ ଟର୍ମିନାଲକୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତିକୁ ଅସ୍ୱିକାର କରିଛି ଘରୋଇ ବସ ମାଲିକ ସଙ୍ଘ । ପ୍ରଶାସନକୁ ଅସହଯୋଗ କରି ଆଜି ଚକାଜାମ ଡାକରା ଦେଇଛି ବସ ମାଲିକ ସଙ୍ଘ

Nov 26, 2019, 04:28 PM IST
ବ୍ରହ୍ମପୁରରେ ଘରୋଇ ବସ ସେବା ଠପ୍

ବ୍ରହ୍ମପୁରରେ ଘରୋଇ ବସ ସେବା ଠପ୍

ସିଟି ବସଷ୍ଟାଣ୍ଡରୁ ଯାତାୟାତ କରୁଥିବା ସମସ୍ତ ବସକୁ ନୂତନ ବସ୍ ଟର୍ମିନାଲକୁ ସ୍ଥାନାନ୍ତର ପ୍ରସଙ୍ଗ। ଜିଲ୍ଲା ପ୍ରଶାସନ ଓ ଘରୋଇ ବସ୍ ମାଲିକ ସଙ୍ଘର ଆଲୋଚନା ବିଫଳ । ଆଜି ସମସ୍ତ ଘରୋଇ ବସ ସେବା ବନ୍ଦ କରିବାକୁ ନିଷ୍ପତି ନେଇଛି ସଙ୍ଘ । 

Nov 26, 2019, 07:13 AM IST
ଅଧକ୍ଷଙ୍କ ପଦବୀକୁ ନେଇ ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ଘଟିଛି

ଅଧକ୍ଷଙ୍କ ପଦବୀକୁ ନେଇ ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ଘଟିଛି

ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ବ୍ଲକ ଅଧକ୍ଷଙ୍କ ପଦବୀକୁ ନେଇ ଦୀର୍ଘ ଏକ ମାସ ଧରି ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ଘଟିଛି 

Nov 25, 2019, 06:21 PM IST
ମାର୍ଶାଲ ଆର୍ଟସ୍ ଅନ୍ତର୍ଜାତୀୟ ଚାମ୍ପିଅନସିପରେ ରୌପ ପଦକ ଜିତିଲେ ଓଡ଼ିଆ ଝିଅ

ମାର୍ଶାଲ ଆର୍ଟସ୍ ଅନ୍ତର୍ଜାତୀୟ ଚାମ୍ପିଅନସିପରେ ରୌପ ପଦକ ଜିତିଲେ ଓଡ଼ିଆ ଝିଅ

ତେଜସ୍ୱିନୀ ଇଂଲଣ୍ଡ, ଜାପାନ, ନେପାଳୀ ଖେଳାଳିଙ୍କୁ ଚକମା ଦେଇ ପ୍ରଥମ ଥର ପାଇଁ ଚିକିଟି ନାମକୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ସହ ଦେଶ ଓ ରାଜ୍ୟର ନାମକୁ ଗୌରବାନ୍ୱିତ କରିଛନ୍ତି  । ଏହା  ତେଜସ୍ୱୀଙ୍କ କଠିନ ପରିଶ୍ରମର ଫଳ, ଯେଉଁଥି ପାଇଁ ସେ ଆଜି ଏହି ଗୌରବ ହାସଲ କରିବାରେ ସଫଳ ହୋଇଛନ୍ତି । 

Nov 25, 2019, 03:42 PM IST
ଆଜିଠୁ ବାଜିବ 'ଜଳ ଘଣ୍ଟି'

ଆଜିଠୁ ବାଜିବ 'ଜଳ ଘଣ୍ଟି'

ଜଳ ହିଁ ଜିବନ । ମଣିଷକୁ ସୁସ୍ଥ ଓ ରୋଗ ମୁକ୍ତ ରହିବାକୁ ହେଲେ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଶୁଦ୍ଧ ଦଳ ଆବଶ୍ୟକ । ଡାକ୍ତରଙ୍କ ମତରେ ଠିକ ସମୟରେ ଆବଶ୍ୟକ ମୁତାବକ ପାଣି ପିଇବା ଦ୍ୱାରା ଅଧାରୁ ଅଧିକ ରୋଗ ଦୂର ହୋଇଥାଏ ।  ଯାହା ଆଜି କାଲିର ଶିଶୁଙ୍କ କ୍ଷେତ୍ରରେ ଅବଗତ କରାଇବା ନିଦାନ୍ତ ଜରୁରୀ । ଏଇଥିପାଇଁ ତ ଓଡ଼ିଶାରେ ପ୍ରଥମ ଥର ଗଞ୍ଜାମରେ ଜିଲ୍ଲା ପ୍ରଶାସନ ହାତକୁ ନେଇଛି ଏକ ପ୍ରଶଂସନୀୟ ପଦକ୍ଷେପ । ଜିଲ୍ଲାର ପ୍ରତ୍ୟକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଦିନରେ ୩ ଥର ନିର୍ଦ୍ଧିଷ୍ଟ ସମୟରେ ୱାଟର ବେଲ ବଜାଇବା ଲାଗି ନିଷ୍ପତି ନିଆଯାଇଛି । 

Nov 25, 2019, 11:03 AM IST
ବେଳାଭୂମିକୁ ସଫେଇ କରିବା ପାଇଁ ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ

ବେଳାଭୂମିକୁ ସଫେଇ କରିବା ପାଇଁ ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ  ଗୋପାଳପୁର ବେଳାଭୂମି ସ୍ଥାନ ପାଇଛି । ହେଲେ ଅନେକ ସମୟରେ ଅପରିଷ୍କାର ଯୋଗୁ ଧିରେ ଧିରେ ଏଠାକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକ  ମୁହଁ ଫେରାଉଛନ୍ତି । ଯାହା  ଫଳରେ ଗୋପାଳପୁର ବେଳାଭୂମିକୁ ସୁସ୍ଥ ,ସୁନ୍ଦର ସାଙ୍ଗକୁ ପାଷ୍ଟିକ ଓ ପରିମଳ ମୁକ୍ତ କରିବା ଲାଗି ଅଣ୍ଟା ଭିଡିଛି ହୋଟେଲ ମାଲିକ ସଂଘ । 

Nov 24, 2019, 08:09 PM IST
ଢାବା ପାର୍ଶ୍ୱରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ଢାବା ପାର୍ଶ୍ୱରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ଗଞ୍ଜାମରେ ଚାଞ୍ଚଲ୍ୟ । ଢାବା ନିକଟରେ ରକ୍ତାକ୍ତ ମୃତଦେବ । କିଏ ଏବଂ କାହିଁକି ଏପରି ହୋଇଛି, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Nov 24, 2019, 11:39 AM IST
୫ବର୍ଷର ଶିଶୁ କୁ ଚାପିଦେଲା ବସ୍

୫ବର୍ଷର ଶିଶୁ କୁ ଚାପିଦେଲା ବସ୍

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୌଡଗାଁ ପଞ୍ଚାୟତ ଅନ୍ତର୍ଗତ ଦାଉଣୀ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତ ଶିଶୁ  କେ. ନୂଆଗାଁ ଥାନା ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପୁତ୍ର ସିଲୁ ସାହୁ (୦୫) ବୋଲି ଜଣାପଡିଛି ।

Nov 23, 2019, 08:59 PM IST
ଉଚ୍ଛେଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ବସ୍ତି ବାସିନ୍ଦା

ଉଚ୍ଛେଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ବସ୍ତି ବାସିନ୍ଦା

 ଦୀର୍ଘ  40 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗରିବ, ଖଟିକିଆ, ହରିଜନ ଶ୍ରେଣୀରେ ପ୍ରାୟ 145 ପରିବାର ପୂର୍ଣ୍ଣବାସି କଲୋନୀରେ ପରିବାର ସହ ବସବାସ କରୁଛନ୍ତି । ଅନ୍ୟପକ୍ଷେ ବସ୍ତି ଉଚ୍ଛେଦ ନିମନ୍ତେ ବିଇଏମସି କମିସନର ନୋଟିସ ଜାରି କରିବା ପରିତାପର ବିଷୟ ବୋଲି ବସ୍ତି ବାସିନ୍ଦା କହିଛନ୍ତି ।

Nov 23, 2019, 05:19 PM IST
 କନ୍ଦାଉଛି ପିଆଜ, କିଲୋ ୯୦ ଛୁଇଁଲା

କନ୍ଦାଉଛି ପିଆଜ, କିଲୋ ୯୦ ଛୁଇଁଲା

ଆଗକୁ ଆହୁରି ପିଆଜ ଦର ବଢିବା ସମ୍ଭାବନା ଥିବା ବ୍ୟବସାୟୀ ସୂଚନା ଦେଇଛନ୍ତି  ।  

Nov 23, 2019, 03:49 PM IST
ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ

ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ

ପୋଲିସ ଓ ଅବକାରୀ ବିଭାଗ ବେଆଇନ୍ ମଦ ବିକ୍ରିକୁ ବନ୍ଦ କରିବା ବଦଳରେ ଗଞ୍ଜେଇ ଉପରେ କାହିଁକି ଟାର୍ଗେଟ କରୁଛନ୍ତି ବୋଲି ଯୁକ୍ତି ବାଢିଥିଲେ ଗ୍ରାମବାସୀ ।

Nov 23, 2019, 03:11 PM IST