Odisha Vigilance: ୧୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ ସମବାୟ ସମିତି ସମ୍ପାଦକ ଗିରଫ

Odisha Vigilance: ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ଭଦ୍ରକ ଜିଲ୍ଲାର ବିବିସିସି ବ୍ୟାଙ୍କ ଲିମିଟେଡ୍ ଅଧୀନରେ ଥିବା ବାମନବିନ୍ଧା ସେବା ସହାୟକ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ଗିରିଫ୍ କରିଛି।

Odisha Vigilance: ୧୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ ସମବାୟ ସମିତି ସମ୍ପାଦକ ଗିରଫ
Image Credit: Odisha Vigilance

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More