• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ରାଜଧାନୀରେ ୧୨ ଘଣ୍ଟା ସବୁ ବନ୍ଦ

ରାଜଧାନୀରେ ୧୨ ଘଣ୍ଟା ସବୁ ବନ୍ଦ

ଭୁବନେଶ୍ୱରରେ କର୍ଫ୍ୟୁ

Edited By:Zee Odisha Desk
Published: May 04, 2020, 07:53 PM IST|Updated: May 04, 2020, 07:53 PM IST
joinshare
ରାଜଧାନୀରେ ୧୨ ଘଣ୍ଟା ସବୁ ବନ୍ଦ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ପ୍ରଥମ ଥର ପାଇଁ ୧୨ଟି ପରମାଣୁ ଅସ୍ତ୍ର ମୁତୟନ କରିଛି ଭାରତ

    ପ୍ରଥମ ଥର ପାଇଁ ୧୨ଟି ପରମାଣୁ ଅସ୍ତ୍ର ମୁତୟନ କରିଛି ଭାରତ

    india nuclear policy3 hrs ago
    2

    Top 10 News: POK ହିଂସାରେ ୩୦ ମୃତ, ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ ଓ ଅନ୍ୟ ଖବର

    top 10 news today4:26 PM IST
    3

    Home Guards: ଗୃହରକ୍ଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର, ବଢ଼ିଲା ଦୈନିକ ଭତ୍ତା

    Home Guards Allowance Hike4:12 PM IST
    4

    ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

    cm mohan charan majhi2:43 PM IST
    5

    ରେଳ ଫାଟକରେ ଅସାବଧାନତା ମୃତ୍ୟୁର କାରଣ; ସଚେତନତା ପାଇଁ ସମ୍ବଲପୁର ରେଳ ମଣ୍ଡଳର ବ୍ୟାପକ ଅଭିଯାନ

    Odisha news2:37 PM IST

    ଭୁବନେଶ୍ୱର: ରାଜଧାନୀରେ ୧୫ ଦିନ ପାଇଁ ଲାଗୁ ହେଲା କର୍ଫ୍ୟୁ। ପ୍ରତିଦିନ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିବା ନେଇ ସୂଚନା ଦେଲେ ଭୁବନେଶ୍ୱର କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସନ୍ଧ୍ୟା ୭ଟାରୁ ଆରମ୍ଭ କରି ସକାଳ ୭ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁକୁ ଲାଗୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

     

    As per lockdown condition effective from today, in all zones & across India, movement out of house is not permitted from 7 PM to 7 AM except for essential purposes.
    All are requested to stay home during this time.
    All emergency workers & goods are exempt from this restriction.

    — Dr Sudhanshu Sarangi (@SarangiSudhansu) May 4, 2020

    କମିଶନର ଶ୍ରୀ ଷଡ଼ଙ୍ଗୀ ଟ୍ୱିଟରରେ ସୂଚନା ଦେଇ ଆହୁରି ମଧ୍ୟ କହିଛନ୍ତି, ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ। ଜରୁରୀକାଳୀନ ସେବା ସହିତ ଜଡ଼ତ ଥିବା ଲୋକମାନଙ୍କୁ ମଧ୍ୟ ଅନୁମତି ମିଳିବ। କିନ୍ତୁ ଏହି ସମୟ ମଧ୍ୟରେ ଲୋକଙ୍କୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସହରବାସୀଙ୍କୁ ଏହି ସମୟ ମଧ୍ୟରେ ଘରେ ରହିବାକୁ ଅନୁରୋଧ କରିଛନ୍ତି କମିଶନର ଶ୍ରୀ ଷଡ଼ଙ୍ଗୀ। 

    ସୂଚନା ଯୋଗ୍ୟ ଦେଶରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ସରକାର କିଛିଟା କୋହଳ କରିଛନ୍ତି। ଦେଶକୁ ତିନି ଭାଗରେ ବିଭକ୍ତ କରିଥିବା ବେଳେ, ଗ୍ରୀନ ଜୋନରେ ଚଳପ୍ରଚଳ ପାଇ ଅନୁମତି ପ୍ରଦାନ କରିଛନ୍ତି। ରେଡ ଜୋନରେ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଅରେଞ୍ଜ ଜୋନରେ ଏହି ନିୟମରେ ସାମାନ୍ୟ କୋହଳ କରିଛନ୍ତି। ତେବେ ଭୁବନେଶ୍ୱର ରେଡ଼ ଜୋନରେ ଥିବାବେଳେ କମିଶନର ଆଜିଠାରୁ ଏହି କର୍ଫ୍ୟୁ ଲାଗୁ ନେଇ ସୂଚନା ଦେଇଛନ୍ତି। 

     

    Add Zee News as a Preferred Source
    TAGS:
    Bhubaneswar
    curfew
    lockdown
    Odisha
    Corona virus