ଗଞ୍ଜାମରେ ପୁଣି ୧୨ ମାମଲା, ୧୩୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କୋରୋନା ଯୋଗୁ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହେଲାଣି ଗଞ୍ଜାମ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୩୬ ଜଣଙ୍କ ଚିକିତ୍ସା ଜାରି ରହିଛି ।

ଗଞ୍ଜାମରେ ପୁଣି ୧୨ ମାମଲା, ୧୩୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
Image Credit: ପ୍ରତୀକାତ୍ମକ ଫଟୋ

About the Author