ରାଜ୍ୟରେ ୧୧,୯୧୮ ସକ୍ରିୟ ମାମଲା

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ୩୦ ହଜାର ଡେଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ୧୪୯୯ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଭଳି ଜିଲ୍ଲା କୋରୋନା ଯୋଦ୍ଧାଙ୍କ ପାଇଁ ମୁଣ୍ଡାବିନ୍ଧାର କାରଣ ପାଲଟିଛି। ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଦୁଇ ଜିଲ୍ଲାରୁ ଅର୍ଦ୍ଧାଧିକ ରହି

ରାଜ୍ୟରେ ୧୧,୯୧୮ ସକ୍ରିୟ ମାମଲା

About the Author