ରାଜ୍ୟ ପରେ ରାଜଧାନୀରେ ପଶିଲା କି ଓମିକ୍ରନ୍? ଫେରିଲା କଣ୍ଟେନମେଣ୍ଟ୍, ଘାରିଲା ଚିନ୍ତା

କିଛି ମାସର ବ୍ୟବଧାନ ପରେ ରାଜଧାନୀକୁ ଫେରିଛି କଣ୍ଟେନମେଣ୍ଟ । ଭୁବନେଶ୍ୱର ବମିଖାଲ ଜୟଦୂର୍ଗା ନଗର ଅଂଚଳ ଓ ୱାର୍ଡ ନମ୍ବର ୧୧ ଭିଏସଏସ ନଗରରେ ଥିବା ମୋଟ ତିନୋଟି କୋଠାରେ ବସବାସ କରୁଥିବା ଏକାଧିକ ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ପରେ ଉକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

ରାଜ୍ୟ ପରେ ରାଜଧାନୀରେ ପଶିଲା କି ଓମିକ୍ରନ୍? ଫେରିଲା କଣ୍ଟେନମେଣ୍ଟ୍, ଘାରିଲା ଚିନ୍ତା
Image Credit: ପ୍ରତୀକାତ୍ମକ ଫଟୋ

About the Author