ଗଞ୍ଜାମକୁ ଏଣ୍ଟ୍ରି ମାରିଲା କୋରୋନା

ନୂଆ ଦୁଇ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ୧୫୯ରେ ପହଞ୍ଚିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ୫୬ ଜଣ ରୋଗୀ ସୁସ୍ଥ ହେଲେଣି ।

ଗଞ୍ଜାମକୁ ଏଣ୍ଟ୍ରି ମାରିଲା କୋରୋନା
Image Credit: ପ୍ରତୀକାତ୍ମକ ଫଟୋ

About the Author