ବାଲେଶ୍ୱରରୁ ପୁଣି ୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଏପର୍ଯ୍ୟନ୍ତ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଅର୍ଥାତ ଏବେ ୭୨ ଜଣ କୋରୋନା ଆକ୍ରାନ୍ତ ସକ୍ରିୟା ରହିଛନ୍ତି ।

ବାଲେଶ୍ୱରରୁ ପୁଣି ୫ କୋରୋନା ଆକ୍ରାନ୍ତ ଚିହ୍ନଟ
Image Credit: ପ୍ରତୀକାତ୍ମକ ଫଟୋ

About the Author