୫୭୦ ନୂଆ ପଜିଟିଭ, ଗଞ୍ଜାମରେ କେବଳ ୨୧୮ କୋରୋନା ସଂକ୍ରମିତ

ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କୋରୋନା। କ୍ରମାଗତ ଭାବରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଚା ମଧ୍ୟରେ ୫୭୦ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ କ୍ୱାରେଣ୍ଟାଇନ ସେଣ୍ଟରରୁ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଧୀରେଧ

୫୭୦ ନୂଆ ପଜିଟିଭ, ଗଞ୍ଜାମରେ କେବଳ ୨୧୮ କୋରୋନା ସଂକ୍ରମିତ

About the Author