ମେଘୁଆ ହେଲାଣି ପାଗ, ଆରମ୍ଭ ହୋଇଛି ସ୍ଥାନାନ୍ତରଣ ପ୍ରକ୍ରିୟା

ଆଜି ସକାଳୁ ୬ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଜପତି, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଆରମ୍ଭ ହୋଇଯାଇଛି ସ୍ଥାନାନ୍ତରଣ ପ୍ରକ୍ରିୟା ।

ମେଘୁଆ ହେଲାଣି ପାଗ, ଆରମ୍ଭ ହୋଇଛି ସ୍ଥାନାନ୍ତରଣ ପ୍ରକ୍ରିୟା
Image Credit: ପ୍ରତୀକାତ୍ମକ ଫଟୋ

About the Author