ବୋଲମାନୁନି କୋରୋନା, ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢି ଚାଲିଛି । ଗୁରୁବାର ୭୩ଟି ମାମଲା ପୁଣିଥରେ ସାମ୍ନାକୁ ଆସିଛି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ଶହ ପାର କରିଛି । ମୋଟ ୬୧୧ଟି ମାମଲା ରାଜ୍ୟରେ ରହିଥିବା ବେଳେ ୪୬୫ଟି ମାମଲା ବର୍ତ୍ତମାନ ସକ୍ରିୟ ରହିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମ

ବୋଲମାନୁନି କୋରୋନା, ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

About the Author