ସଂକଟ ବେଳେ ସତର୍କ କରୁଛନ୍ତି ଅଭିଷେକ, ପ୍ରସ୍ତୁତ କରିଛନ୍ତି ସୁନ୍ଦର ଭିଡ଼ିଓ

ସଂକଟ ସମୟରେ ସହାୟତା ପାଇଁ ଆଗେଇ ଆସିଛି ଓଲିଉଡ଼ ଜଗତ। କେହି ଆର୍ଥିକ ସହାୟତା ପାଇଁ ହାତ ବଢାଇଛି ତ ଆଉ କେହି ନିଜ ଖର୍ଚ୍ଚରେ ଖାଦ୍ୟ ବଣ୍ଟନ କରୁଛି। ତେବେ ନିଜ ପ୍ରୟାସରେ ବିଭିନ୍ନ ଭିଡ଼ିଓ ପ୍ରସ୍ତୁତ କରି ସତର୍କ କରାଉଛନ୍ତି। ଏହି କ୍ରମରେ ଓଲିଉଡ଼ର ଅଭିନେତା ଅଭିଷେକ ରଥ ନିଜ ପ୍ରୟାସରେ ସାଧାରଣ ଲୋକଙ୍କୁ ନେଇ ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି।

ସଂକଟ ବେଳେ ସତର୍କ କରୁଛନ୍ତି ଅଭିଷେକ, ପ୍ରସ୍ତୁତ କରିଛନ୍ତି ସୁନ୍ଦର ଭିଡ଼ିଓ

About the Author