• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ ଆକ୍ରାନ୍ତ

ରାଜ୍ୟରେ ବର୍ତ୍ତମାନ ଯାଏ, ୯,୨୫୫ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Edited ByZee Odisha Desk
Published: Jul 13, 2020, 06:30 PM IST|Updated: Jul 13, 2020, 06:41 PM IST
joinshare
ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ ଆକ୍ରାନ୍ତ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ପୂର୍ବତନ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ଚାକିରିରୁ ବହିଷ୍କୃତ

    ପୂର୍ବତନ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ଚାକିରିରୁ ବହିଷ୍କୃତ

    2

    ଓଡ଼ିଶା ଡିଜିପି ନିଯୁକ୍ତି ନେଇ ଆସନ୍ତାକାଲି ହେବ ସୁପ୍ରିମକୋର୍ଟରେ ଶୁଣାଣି !

    3

    Odisha Cabinet: ଏହି ଦଶଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

    4

    Top 10 News: କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବ ବାଜିଲା ମୋହର, ବର୍ଷା ଆଲର୍ଟ ଓ ଅନ୍ୟ ଖବର

    5

    ନୂତନ ଅବତାରରେ ଜୀ ଭାରତ: ଯୁବ ଭାରତର ସ୍ୱର ହେବ...

    ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି ସମୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୫୦୫ କୋରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ବର୍ତ୍ତମାନ ଯାଏ, ୯,୨୫୫ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । 

    ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ୨୪୮ ଜଣ, ସୁନ୍ଦରଗଡ଼ରୁ ୭୧ ଜଣ, ଖୋର୍ଦ୍ଧାରୁ ୫୨ ଜଣ, କଟକରୁ ୪୫ ଜଣ, ପୁରୀରୁ ୧୧ ଜଣ, ଗଜପତିରୁ ୧୦ ଜଣ, ନବରଙ୍ଗପୁରରୁ ୯ ଜଣ, ଯାଜପୁରରୁ ୮ ଜଣ, ନୟାଗଡ଼ରୁ ୮ ଜଣ, ଜଗତସିଂହପୁରରୁ ୭ ଜଣ, ଭଦ୍ରକ ଓ ଢେଙ୍କାନାଲରୁ ୬-୬ ଜଣ, ଅନୁଗୋଳରୁ ୫ ଜଣ, କନ୍ଧମାଳ ଓ କେନ୍ଦ୍ରାପଡା ଏବଂ କୋରାପୁଟରୁ ୪-୪ ଜଣ, ବରଗଡ଼ରୁ ୨ ଜଣ ଏବଂ ଝାରସୁଗୁଡ଼ା ଓ ରାୟଗଡାରୁ ଜଣେ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

    6 each from Bhadrak & Dhenkanal
    5 from Angul
    4 each from Kandhamal, Kendrapara & Koraput
    3 from Bargarh
    2 from Keonjhar
    1 each from Jharsuguda & Rayagada

    The total recovered cases of Odisha now stand at 9255.

    — H & FW Dept Odisha (@HFWOdisha) July 13, 2020

    ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସକାଳ ଯାଏଁ ରାଜ୍ୟରେ ମୋଟ ୧୩,୭୩୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୮,୭୫୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୪,୮୯୬ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।

    Add Zee News as a Preferred Source
    TAGS:
    Coronavirus
    covid-19
    Odisha
    Ganjam