ସେପ୍ଟେମ୍ବର ପୂର୍ବରୁ DL ଓ LL ପାଇଁ କରିହେବନି ଆବେଦନ: ପରିବହନ ମନ୍ତ୍ରୀ

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବସ ଚଳାଚଳ ହେବ କି ? ମନ୍ତ୍ରୀଙ୍କ କହିବା କଥା ହେଲା, ପ୍ରତ୍ୟେକ ବର୍ଷ ରଥଯାତ୍ରା ପୂର୍ବରୁ ୨ ଥର ବୈଠକ ବସେ । ଏ ପର୍ଯ୍ୟନ୍ତ ବୈଠକ ହୋଇନି । ସରକାର ଯାହା ନିର୍ଦ୍ଦେଶ ଦେବେ, ସେହି ଅନୁସାରେ ବିଭାଗ ପ୍ରସ୍ତୁତ ହେବ ।

ସେପ୍ଟେମ୍ବର ପୂର୍ବରୁ DL ଓ  LL ପାଇଁ କରିହେବନି ଆବେଦନ: ପରିବହନ ମନ୍ତ୍ରୀ
Image Credit: ଫାଇଲ ଫଟୋ

About the Author