ସ୍ମୃତିରେ ଅରିନ୍ଦମ

ଅରିନ୍ଦମ ମଧ୍ୟ ଜଣେ ମେଧାବୀ ଓ ଅଧ୍ୟବସାୟୀ ଛାତ୍ର ଥିଲା। କିନ୍ତୁ ତା'ର ମଜାକିଆ ସ୍ୱଭାବ ତାକୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଏକ ପରିଚୟ ଦେଉଥିଲା। ଲମ୍ବା କ୍ଷୀଣ ଶରୀର ଶରୀର ସହିତ ଲମ୍ବା ଜଟ ଟିଏ ତାକୁ ବେଶ ମାନୁଥିଲା। ସେଥିପାଇଁ ତାକୁ ସମସ୍ତେ 'ଜଟିଆ' ବୋଲି ଡାକୁଥିଲେ।

ସ୍ମୃତିରେ ଅରିନ୍ଦମ

About the Author