ଖୁବ ଶୀଘ୍ର ରାଜଧାନୀ ଉନ୍ନତିକରଣ କାମ ଆରମ୍ଭ କରିବ ବିଡିଏ

ଆଇଏସବିଟି ପାଇଁ କେନ୍ଦ୍ରର ଅନୁମତି ପାଇବା ବିଡିଏ ପାଇଁ ବଡ ସଫଳତା ଥିବା ବେଳେ, ଯଥାଶୀଘ୍ର ୩୦୦୦ ଗୃହକର୍ତାଙ୍କୁ ପଟ୍ଟା ଦେବା ପ୍ରକ୍ରିୟା ଆରମ୍ଭ କରାଯାଇଛି । କୋରୋନା ସମୟରେ ତରବରରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୁବ ଶୀଘ୍ର ରାଜଧାନୀ ଉନ୍ନତିକରଣ କାମ ଆରମ୍ଭ କରିବ ବିଡିଏ