ବଦଳିଲା ପାର୍କିଂ ନିୟମ, ଏଣିକି ଏତିକି ସମୟ ପାର୍କିଂକୁ ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆ ପାର୍କିଂ ବ୍ୟବସ୍ଥା ଆପଣେଇଛି ବିଏମସି । ଏଣିକି ସ୍ମାର୍ଟ ସିଟି ଭୁବନେଶ୍ୱରରେ ପାର୍କିଂ କଲେ ଆପଣଙ୍କୁ ଗଣିବାକୁ ପଡିବ ଅଧିକା ଟଙ୍କା । ଅଧିକ ସମୟ ରଖିଲେ ଅଧିକ ଟଙ୍କା ଗଣିବେ ଗାଡି ଚାଳକ । ପ୍ରଥମ ଦୁଇ ଘଣ୍ଟାରେ କମ୍ ଶୁଳ୍କ ଓ ପରେ ଅଧିକା ସମୟ ପାର୍କିଂ କଲେ ଇନକ୍ରିମେଣ୍ଟାଲ ଚାର୍ଜେସ୍ ଆକାରରେ ବର୍ଦ୍ଧିତ ଟଙ୍କା ଦେବାକୁ ପଡ

ବଦଳିଲା ପାର୍କିଂ ନିୟମ, ଏଣିକି ଏତିକି ସମୟ ପାର୍କିଂକୁ ଦେବାକୁ ପଡ଼ିବ ଏତିକି ଟଙ୍କା
Image Credit: ପ୍ରତିକାତ୍ମକ ଫଟୋ

About the Author