Advertisement
Article Detail0/zeeodisha/odisha694866
Zee OdishaBhubneshwarଅନଲାଇନରେ ହେବ ବିପିୟୁଟି ପରୀକ୍ଷା

ଅନଲାଇନରେ ହେବ ବିପିୟୁଟି ପରୀକ୍ଷା

ଇଂଜିନିୟରିଂ କଲେଜର ବାତିଲ ହେବନି ପରୀକ୍ଷା । ଅନଲାଇନରେ ହେବ ବିପିୟୁଟି ପରୀକ୍ଷା । ଇଂଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟର ପରୀକ୍ଷା ଅନଲାଇନରେ ହେବ । ଜୁଲାଇ ପ୍ରଥମରୁ ଦ୍ବିତୀୟ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ହେବ ।  ତେବେ ଯେଉଁମାନେ ଅନଲାଇନରେ ପରୀକ୍ଷା ଦେବେନି, ସେମାନେ ସ୍ଥିତି ସୁଧୁରିବା ପରେ କଲେଜ ଖୋଲିଲେ ଅଫଲା

ଅନଲାଇନରେ ହେବ ବିପିୟୁଟି ପରୀକ୍ଷା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଇଂଜିନିୟରିଂ କଲେଜର ବାତିଲ ହେବନି ପରୀକ୍ଷା । ଅନଲାଇନରେ ହେବ ବିପିୟୁଟି ପରୀକ୍ଷା । ଇଂଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟର ପରୀକ୍ଷା ଅନଲାଇନରେ ହେବ । ଜୁଲାଇ ପ୍ରଥମରୁ ଦ୍ବିତୀୟ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ହେବ । 

ତେବେ ଯେଉଁମାନେ ଅନଲାଇନରେ ପରୀକ୍ଷା ଦେବେନି, ସେମାନେ ସ୍ଥିତି ସୁଧୁରିବା ପରେ କଲେଜ ଖୋଲିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଜିଲ୍ଲା ଓ ରାଜ୍ୟ ବାହାରେ ବି ସେଣ୍ଟର କରାଯିବ ଏବଂ ଛାତ୍ର ଛାତ୍ରୀମାନେ କେଉଁ କେନ୍ଦ୍ରରେ ପରୀକ୍ଷା ଦେବେ ସେ ନେଇ ବିକଳ୍ପ ବାଛିପାରିବେ ବୋଲି ସେ କହିଛନ୍ତି ।

Add Zee News as a Preferred Source
About the Author