'ଶିକ୍ଷାଦାନରୁ ପିଲା ବଞ୍ଚିତ ହେଲେ ବାଲ୍ୟ ବିବାହକୁ ପ୍ରୋତ୍ସାହନ ମିଳିବ'

ସମସ୍ତଙ୍କ ପାଖରେ ଆଣ୍ଡ୍ରୋଏଡ ମୋବାଇଲ ନଥିବାରୁ ଅନଲାଇନ ଶିକ୍ଷା ଦିଆଯାଇପାରୁନାହିଁ । ମାତ୍ର ୨୨ ଲକ୍ଷ ପିଲା ଏହାର ଫାଇଦା ନେଇପାରୁଛନ୍ତି । ଅନ୍ୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ଓଡିଶା ଅଭିଭାବକ ମହାସଂଘ ।

'ଶିକ୍ଷାଦାନରୁ ପିଲା ବଞ୍ଚିତ ହେଲେ ବାଲ୍ୟ ବିବାହକୁ ପ୍ରୋତ୍ସାହନ ମିଳିବ'
Image Credit: ପ୍ରତୀକାତ୍ମକ ଫଟୋ

About the Author