ମହାମାରୀ ଜଗିବେ ପଞ୍ଚାୟତ ମୁଖିଆ, ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରପଞ୍ଚମାନଙ୍କ ଦକ୍ଷତା ଉପରେ ତାଙ୍କର ପୁରା ଭରସା ଅଛି । ସେମାନେ ଯଦି କୋରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବେ, ତାହାଲେ ଗାଁରେ କୋରୋନା ପଶିପାରିବ ନାହିଁ ।

ମହାମାରୀ ଜଗିବେ ପଞ୍ଚାୟତ ମୁଖିଆ, ଶପଥ କରାଇଲେ ମୁଖ୍ୟମନ୍ତ୍ରୀ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author