ଓଡ଼ିଆ ଶିଳ୍ପୀଙ୍କ ଅଭିନବ ପ୍ରୟାସ

ଓଡ଼ିଆ ଶିଳ୍ପୀଙ୍କ ଅଭିନବ ପ୍ରୟାସ । କୋରୋନା ବା କୋଭିଡ 19 ସମ୍ପର୍କରେ ସଚେତନତା ପାଇଁ ତିଆରି କରିଛନ୍ତି ସ୍ୱତନ୍ତ୍ର କୋରୋନା ରେପ୍ଲିକା । ରାଜଧାନୀ ଭୁବନେଶ୍ୱର କ୍ୟପିଟାଲ ଥାନା ସମ୍ମୁଖରେ ଏଭଳି କିଛି ରେପ୍ଲିକା ପ୍ରସ୍ତୁତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

ଓଡ଼ିଆ ଶିଳ୍ପୀଙ୍କ ଅଭିନବ ପ୍ରୟାସ
Image Credit: ଫଟୋ ସୌଜନ୍ୟ: ଏଏନଆଇ

About the Author