କୋରୋନା ମୁକାବିଲା: ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ଆର.ଆର.ଟି

ସେମାନଙ୍କ ସହ ଆର.ଆର.ଟି ମଧ୍ୟ ବୁଲୁଛି । ଯଦି ଗୋଟିଏ ପରିବାରର କୌଣସି ସଦସ୍ୟଙ୍କ ଠାରେ କୋରନା ଲକ୍ଷଣ ଦେଖାଯାଏ, ତାହେଲେ ଆରଆରଟି ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବ । ଏବେ ୩ ସପ୍ତାହ ପର୍ଯ୍ୟନ୍ତ ଏହି ସ୍କ୍ରିନିଂ ଟେଷ୍ଟ (Screening Test) ଚାଲିବ ।

କୋରୋନା ମୁକାବିଲା: ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ଆର.ଆର.ଟି