ମାଟ୍ରିକ ପରୀକ୍ଷାରେ କପି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
Advertisement

ମାଟ୍ରିକ ପରୀକ୍ଷାରେ କପି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଭିଭାବକମାନେ କପି ଯୋଗାଇବା ଘଟଣା । ଏପରି କାମ ଆଦୌ ଠିକ ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେହିପରି ଚଳିତ ବର୍ଷ ବହୁ ପରିମାଣରେ କପି କମିଥିବା ମନ୍ତ୍ରୀ କହିଛନ୍ତି । 

ଫାଇଲ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଭିଭାବକମାନେ କପି ଯୋଗାଇବା ଘଟଣା । ଏପରି କାମ ଆଦୌ ଠିକ ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେହିପରି ଚଳିତ ବର୍ଷ ବହୁ ପରିମାଣରେ କପି କମିଥିବା ମନ୍ତ୍ରୀ କହିଛନ୍ତି । 

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, କପି ରୋକିବାକୁ ପ୍ରଶାସନ ପକ୍ଷରୁ ସଠିକ ପଦକ୍ଷେପ ନିଆଯାଉଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ପରୀକ୍ଷା ସୁରୁଖୁରରେ ସରିଛି । ଅନ୍ୟ ବିଷୟ ପରୀକ୍ଷା ମଧ୍ୟ ଭଲରେ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।  

ଆହୁରି ପଢ଼ନ୍ତୁ; ନବୀନ ଭରିଲେ ନାମାଙ୍କନ