• ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ
  • ନାନକପୁରା ସ୍କୁଲ ବୁଲିଲେ ଆମେରିକାର ପ୍ରଥମ ମହିଳା
  • ଭାରତ ଭ୍ରମଣକୁ କେବେ ଭୁଲି ହେବ ନାହିଁ: ମେଲାନିଆ
  • ଦିଲ୍ଲୀ ହିଂସା ଘଟଣା
  • ହିଂସାକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ମୃତକଙ୍କ ମଧ୍ୟରେ ଜଣେ ପୋଲିସ ହେଡ୍ କଷ୍ଟବଲ
  • ହିଂସାକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଥିଲେ ଉପସ୍ଥିତ
  • କପିଲ ମିଶ୍ରାଙ୍କ ବୟାନକୁ ନେଇ ବଢ଼ୁଛି ବିବାଦ
  • ଦଳ ଭିତରୁ ପ୍ରତିବାଦର ସ୍ୱର

'ଭାଇରାଲ ଆଡ଼ମିଟ କାର୍ଡ଼ ଫେକ୍'

କିପରି କେଉଁ ସ୍ଥିତିରେ ଏପରି ଆଡ଼ମିଟ କାର୍ଡ଼ ଭାଇରାଲ ହେଲା, ତାହାର ତଦନ୍ତ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

'ଭାଇରାଲ ଆଡ଼ମିଟ କାର୍ଡ଼ ଫେକ୍'
ଫାଇଲ ଫଟୋ

ଯଯତି ମହାନ୍ତି, ଭୁବନେଶ୍ୱର: ସୋସିଆଲ ମିଡ଼ିରେ ଭାଇରାଲ ହୋଇଥିବା ମ୍ୟାଟ୍ରିକ ଆଡ଼ମିଟ କାର୍ଡ଼କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଭାଇରାଲ ହୋଇଥିବା ଆଡ଼ମିଟ କାର୍ଡ଼ ଫେକ୍ ବା ନକଲି । ଏଥିରେ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ନାହିଁ । 
କେବଳ ମାଧ୍ୟମିକ ଶିକ୍ଷା ବୋର୍ଡ଼କୁ ବଦନାମ୍ କରିବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । 

ଏଥିରେ କୌଣସି ପରୀକ୍ଷାର୍ଥୀ ଭୟ କରିବାର ନାହିଁ ଏବଂ କୌଣସି ଛାତ୍ରଛାତ୍ରୀଙ୍କ ଏଥିରେ କିଛି ଅସୁବିଧା ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ କିପରି କେଉଁ ସ୍ଥିତିରେ ଏପରି ଆଡ଼ମିଟ କାର୍ଡ଼ ଭାଇରାଲ ହେଲା, ତାହାର ତଦନ୍ତ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।