Advertisement
Article Detail0/zeeodisha/odisha695197
Zee OdishaBhubneshwarସଟଡାଉନ ବେଳେ ବାହାରିବା ପଡ଼ିଲା ମହଙ୍ଗା, ୫୦ ଜଣ ଅମାନିଆ ଗଣିଲେ ତଣ୍ଡ

ସଟଡାଉନ ବେଳେ ବାହାରିବା ପଡ଼ିଲା ମହଙ୍ଗା, ୫୦ ଜଣ ଅମାନିଆ ଗଣିଲେ ତଣ୍ଡ

ଏନେଇ କମିଶନରେଟ ପୋଲିସର ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ସୂଚନା ଦେଇଛନ୍ତି । 

ସଟଡାଉନ ବେଳେ ବାହାରିବା ପଡ଼ିଲା ମହଙ୍ଗା, ୫୦ ଜଣ ଅମାନିଆ ଗଣିଲେ ତଣ୍ଡ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସଟଡାଉନ ସମୟରେ ବାହାରକୁ ବାହାରିବା ପଡ଼ିଲା ମହଙ୍ଗା । ଆଦାୟ ହେଲା ଜୋରିମାନା । ଏହି ସମୟ ମଧ୍ୟରେ ବିନା କାରଣରେ ବାହାରିଥିବା ୫୦ ଜଣ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କଲା ପୋଲିସ । ଏନେଇ କମିଶନରେଟ ପୋଲିସର ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ସୂଚନା ଦେଇଛନ୍ତି । ଏହା ସହ ଲୋକଙ୍କୁ ଘରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

କମିଶନରେଟ ପୋଲିସର ସିକ୍ୟୁରିଟି ଡିସିପି ଆହୁରି ମଧ୍ୟ କହିଛନ୍ତି, ରାଜଧାନୀ ସମେତ କଟକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଅନୁମତି ପ୍ରାପ୍ତ ସଂସ୍ଥା ଓ ବ୍ୟକ୍ତିଙ୍କୁ ଜାଞ୍ଚ କରି ଛଡ଼ା ଯାଉଛି ।  ସଟଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ କହିଛନ୍ତି ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ସୂଚନା । 

Add Zee News as a Preferred Source
About the Author