ଘନଉଛି ଘୂର୍ଣ୍ଣିବଳୟ, ପାଞ୍ଚ ଦିନ ବର୍ଷା

ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଏଣିକି ପ୍ରବଳ ବର୍ଷିବ ।​ ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।​ ଝାଡଖଣ୍ଡ ଓ ଉତ୍ତର ଛତିଶଗଡରେ ସକ୍ରିୟ ଟର୍ଫ ଲାଇନ ଏବଂ ଉତ୍ତର-ପୂର୍ବ ବିଦର୍ଭ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲ

ଘନଉଛି ଘୂର୍ଣ୍ଣିବଳୟ, ପାଞ୍ଚ ଦିନ ବର୍ଷା

About the Author