• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

କୋଣାର୍କରେ ପାଳନ କରାଗଲା ସବୁଜ ଦୀପାବଳି

 ଅଲୋକର ପର୍ବ ଦୀପାବଳି। କାର୍ତ୍ତିକ ମାସ ଭଳି ପବିତ୍ର ମାସରେ ଏହି ପର୍ବ ପାଳନ କରାଯାଏ। ଅମାବାସ୍ୟାର ଅନ୍ଧାରକୁ ଦୂର କରିବା ପାଇଁ ଆଲୋକ ଜଳାଯାଏ। ଏଭଳି ନିଆରା ଢଙ୍ଗରେ ଆମ ସଂସ୍କୃତିକୁ ଆପଣେଇ ନେଇଛନ୍ତି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ପାଳନ ହୋଇଛି ସବୁଜ ଦୀପାବଳି। ଏଭଳି ନିଆରା ଢଙ୍ଗରେ ଆମ ସଂସ୍କୃତିକୁ ଆପଣେଇ ନେଇଛନ୍ତି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ବୁଲିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକ।

କୋଣାର୍କରେ ପାଳନ କରାଗଲା ସବୁଜ ଦୀପାବଳି

କୋଣାର୍କ: ଅଲୋକର ପର୍ବ ଦୀପାବଳି। କାର୍ତ୍ତିକ ମାସ ଭଳି ପବିତ୍ର ମାସରେ ଏହି ପର୍ବ ପାଳନ କରାଯାଏ। ଅମାବାସ୍ୟାର ଅନ୍ଧାରକୁ ଦୂର କରିବା ପାଇଁ ଆଲୋକ ଜଳାଯାଏ। ଏଭଳି ନିଆରା ଢଙ୍ଗରେ ଆମ ସଂସ୍କୃତିକୁ ଆପଣେଇ ନେଇଛନ୍ତି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ପାଳନ ହୋଇଛି ସବୁଜ ଦୀପାବଳି। ଏଭଳି ନିଆରା ଢଙ୍ଗରେ ଆମ ସଂସ୍କୃତିକୁ ଆପଣେଇ ନେଇଛନ୍ତି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ବୁଲିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକ। ସୂର୍ଯ୍ୟମନ୍ଦିର ସମ୍ମୁଖରେ ମୁରୁଜରେ ଚିତା ପକାଇ ମାଟିଦୀପ ଜଳି ଦୀପାବଳି କୁ ବେଶ ଧୁମ ଧାମରେ ପାଳନ କରିଛନ୍ତି। 

 ବିଦେଶୀ ନାଗରିକମାନେ ଓଡିଆଣୀ ଭଳି ମୁରୁଜ ଓ ଚିତା ପକାଇ ଥିଲେ। ମାଟି ଦୀପରେ ତେଲ ଦେଇ ସଳିତା ରେ ଅଗ୍ନୀ ସଂଯୋଗ କରି କାଉଁରିଆ ଜଳାଇଥିଲେ। ପରିବେଶକୁ ସ୍ଵଛ  ରହିବାକୁ ଦୀପାବଳିରେ ବାଣ ବ୍ୟବହାରକୁ ବର୍ଜନ କରି ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ରାଲି କରାଯାଇଥିଲା। ଲୋଟୋସ ରିସର୍ଟ ପକ୍ଷରୁ ଆୟୋଜିତ ଏକ ନିଆରା କାର୍ଯ୍ୟକ୍ରମରେ ଉଭୟ ଦେଶୀ ବିଦେଶୀ ଓ ସ୍ଥାନୀୟ ସାମିଲ ହୋଇଥିଲେ।  ନିଜ ଭିତରେ ଭାତୃତ୍ୱ ଓ ସଦଭାବନ ବଞ୍ଚାଇ ରଖିବାକୁ ଜଣେ ଅନ୍ୟ ଜଣଙ୍କୁ ମିଠା ଖୋଇଥିଲେ।  ଏହି କାର୍ଯ୍ୟକ୍ରମରେ କୋଣାର୍କର କୁନି ପିଲାମାନେ ସାମିଲ ହୋଇଥିଲେ।  ପରିବେଶକୁ ସ୍ଵଛ  ରଖିବାକୁ ରଙ୍ଗ ବେରଙ୍ଗର ତୁଳୀ ଦ୍ୱାରା କାର୍ଡ ବୋର୍ଡରେ ସ୍ୱଚ୍ଛତା, ବାଣ ବର୍ଜନ କରିବା ଓ ଗଛ ଲଗାଇବାର ବାର୍ତ୍ତା ପ୍ରଦାନ କରିଥିଲେ। 

Tags: