ଟଳିଲା ବାତ୍ୟା ଭୟ, ବର୍ଷା ପରିମାଣ ବଢିବ

ଟଳିଲା ବାତ୍ୟା ଭୟ, ଘନୀଭୂତ ହେବନି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହା ପାର୍ଶ୍ୱବର୍ତ୍ତି ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଉ ସକ୍ରିୟ ହେବ ନାହିଁ । ତେବେ ଏହା ଆସନ୍ତା ୪ ଦିନ ଯାଏଁ ଉକ୍ତ ଅଞ୍ଚଳରେ ବାୟୁମଣ୍ଡଳରେ ଘୂରିବୁଲିବ.

ଟଳିଲା ବାତ୍ୟା ଭୟ, ବର୍ଷା ପରିମାଣ ବଢିବ

About the Author