ଜୁଲାଇରେ ଭୁବନେଶ୍ୱରର କେଉଁ ବସ୍ତିରୁ କେତେ ଆକ୍ରାନ୍ତ ବାହାରିଛନ୍ତି ? ଜାଣନ୍ତୁ...
Advertisement
Article Detail0/zeeodisha/odisha719948

ଜୁଲାଇରେ ଭୁବନେଶ୍ୱରର କେଉଁ ବସ୍ତିରୁ କେତେ ଆକ୍ରାନ୍ତ ବାହାରିଛନ୍ତି ? ଜାଣନ୍ତୁ...

ଜୁଲାଇ ମାସରେ ମୋଟ ୪୯ଟି ବସ୍ତିରୁ ୩୨୩ ଆକ୍ରାନ୍ତ ବାହାରିଛନ୍ତି ।

ଜୁଲାଇରେ ଭୁବନେଶ୍ୱରର କେଉଁ ବସ୍ତିରୁ କେତେ ଆକ୍ରାନ୍ତ ବାହାରିଛନ୍ତି ? ଜାଣନ୍ତୁ...

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଜୁଲାଇ ମାସରେ ମୋଟ ୪୯ଟି ବସ୍ତିରୁ ୩୨୩ ଆକ୍ରାନ୍ତ ବାହାରିଛନ୍ତି । ନୂଆପଲ୍ଲୀ ତ୍ରିନାଥ ବସ୍ତିରୁ ୮୦,  ସାଲିଆ ସାହିରୁ ୫୭,  ହରିନଗର ବସ୍ତିରୁ ୪୫, ସୀତାପୁରରୁ ୩୪, ଗଣପତିନଗରରୁ ୧୪,  ୟୁନିଟ୍‌-୧ ଆଖଣ୍ଡଳମଣି ବସ୍ତିରୁ ୧୦,  ବାୟାବାବା ମଠ ବସ୍ତିରୁ ୨୦, ନୂଆପଲ୍ଲୀର ଗାନ୍ଧି ବସ୍ତିରୁ ୮,  ବିଶେଶ୍ୱର ବସ୍ତିରୁ ୬,  ଏମଏଲଏ କଲୋନୀ ବସ୍ତିରୁ ୯,  ଗଣପତିନଗର ବସ୍ତିରୁ ୪, ୟୁନିଟ୍‌-୮ ହଳଦିପଡିଆ ବସ୍ତିରୁ ୩, ମହିଷାଖାଲରୁ ୨, ନୀଳାଦ୍ରୀବିହାର ଆଖଣ୍ଡଳମଣି ବସ୍ତିରୁ ୩, ଗୋପବନ୍ଧୁନଗର ବସ୍ତିରୁ ଜଣେ, ଲକ୍ଷ୍ମୀବିହାର ବସ୍ତିରୁ ଜଣେ, ଭୀମପୁର ବସ୍ତିରୁ ଜଣେ, ଶିଖରଚଣ୍ଡୀ ବସ୍ତିରୁ ଜଣେ, ବାପୁଜୀନଗର ଝରଣା ବସ୍ତିରୁ ୨ଜଣ, ୟୁନିଟ୍‌-୫ କେଶରୀନଗର ବସ୍ତିରୁ ଜଣେ, ଚକେଇସିଆଣୀ ହାଡବାଇ ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ସେହିପରି ଭୋଇନଗରରୁ ଜଣେ, ଧିରିକୁଟ ବସ୍ତିରୁ ୨ଜଣ, ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରୁ ଜଣେ, ଟ୍ରାଇଡେଣ୍ଟ କଲେଜ ପାଖ ମହାବୀର ବସ୍ତିରୁ ଜଣେ, ୟୁନିଟ୍‌-୭ ସୂର୍ଯ୍ୟନଗର ବସ୍ତିରୁ ଜଣେ, ଗଙ୍ଗନଗର ମଙ୍ଗଳା ବସ୍ତିରୁ ଜଣେ, ଡୁମୁଡୁମା ମା ମଙ୍ଗଳା ବସ୍ତିରୁ ଜଣେ, ଖଣ୍ଡଗିରି ତପୋବନ ବସ୍ତିରୁ ଜଣେ, ପୋଖରୀପୁଟ କାର୍ଗିଲ୍‌ ବସ୍ତିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପଳାଶୁଣୀ ଆଖଣ୍ଡଳମଣି ବସ୍ତିରୁ ୨ଜଣ, ପିଚୁପଡ଼ିଆ ବସ୍ତିରୁ ଜଣେ, ୟୁନିଟ୍‌-୬ ଶବର ସାହି ବସ୍ତିରୁ ଜଣେ, ଡୁମୁଡୁମା ସୁବାସନଗର ବସ୍ତିରୁ ଜଣେ, ୟୁନିଟ୍‌-୬ ରାଧାକୃଷ୍ଣ ତଳବସ୍ତିରୁ ଜଣେ, ଭୀମଟାଙ୍ଗି ପିପୁଲସ୍‌ ବସ୍ତିରୁ ଜଣେ, ରାମପୁର ବସ୍ତିରୁ ଜଣେ, ଶ୍ରଦ୍ଧାପଲ୍ଲୀ ବସ୍ତିରୁ ୨ଜଣ, ଡୁମୁଡୁମା ରଘୁନାଥନଗର ବସ୍ତିରୁ ଜଣେ, ସାଇନ୍ସପାର୍କ ବସ୍ତିରୁ ଜଣେ, ନୀଳାଦ୍ରୀବିହାର ଇଶାନେଶ୍ୱର ବସ୍ତିରୁ ୨ ଓ ଆଖଣ୍ଡଳମଣି ବସ୍ତିରୁ ୩, ସୀତାରାମ ବସ୍ତିରୁ ୩, ୟୁନିଟ୍‌-୧ ଗେଟ୍‌ ବସ୍ତିରୁ ଜଣେ ଓ ତାଟି ବସ୍ତିରୁ ଜଣେ, ଫାୟାରଷ୍ଟେସନ ବସ୍ତିରୁ ୪, ପଥରବନ୍ଧ ବସ୍ତିରୁ ଜଣେ, ମଞ୍ଚେଶ୍ୱର ଦଶରାଜା ବସ୍ତିରୁ ଜଣେ, ବଡ଼ଗଡ଼ କଳିଙ୍ଗବସ୍ତିରୁ ଜଣେ, ସହିଦନଗର ଶାନ୍ତିପଲ୍ଲୀ ବସ୍ତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

;