ଚଳିତ ବର୍ଷ କେମିତି ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ? ଏମିତି ନିଆଗଲା ନିଷ୍ପତ୍ତି...

ସ୍ୱାଧୀନତା ଦିବସ ପାଳନର ଲାଇଭ୍ ଚିତ୍ର କମନଫିଡ୍ ମାଧ୍ୟମରେ ସମସ୍ତ ଗଣମାଧ୍ୟମଙ୍କୁ ସଂଯୋଜିତ କରାଯିବ । ଯେପରିକି ଜନସାଧାରଣ ନିଜ ନିଜ ଘରେ ଟି.ଭି. ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଦେଖି ପାରିବେ ।

ଚଳିତ ବର୍ଷ କେମିତି ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ? ଏମିତି ନିଆଗଲା ନିଷ୍ପତ୍ତି...
Image Credit: ଫାଇଲ ଫଟୋ

About the Author