• କଳାହାଣ୍ଡି: ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା
  • ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ମିଳିଲା ପୋଡ଼ାକାଠ, ପାଉଁଶ
  • ଜେସିବି ଦ୍ୱାରା ମାଟି ଖୋଳି ପୋଡ଼ାକାଠ, ପାଉଁଶ ଉଦ୍ଧାର
  • ମମିତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ
  • ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ଯୁବ କଂଗ୍ରେସ
  • ମମିତା ମେହେର ଅପହରଣ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାଜ୍ୟ ବିଜେପି ସଭାପତି
  • କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି
  • ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସମସ୍ତ କଳା କୌଶଳ
  • ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟ ଚାତୁରୀ

'ଜିଗିଷା' ସାହିତ୍ୟ ପତ୍ରିକା ସମ୍ପାଦିକାଙ୍କ ସ୍ୱାମୀ ପ୍ରହ୍ଲାଦ ଦାଶଙ୍କ ପରୋଲକ

୯୨ ବର୍ଷ ବୟସରେ ସହିଦ ନଗର ସ୍ଥିତ ବାସଭବନରେ ପ୍ରହ୍ଲାଦ ଦାଶ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । 

'ଜିଗିଷା' ସାହିତ୍ୟ ପତ୍ରିକା ସମ୍ପାଦିକାଙ୍କ ସ୍ୱାମୀ ପ୍ରହ୍ଲାଦ ଦାଶଙ୍କ ପରୋଲକ

ଭୁବନେଶ୍ୱର: ମନୋଜ ମହାନ୍ତି; ସାହିତ୍ୟ ପତ୍ରିକା ଜିଗିଷାର ସମ୍ପାଦିକା ଶ୍ରୀମତୀ ଦାଶଙ୍କ ସ୍ବାମୀ ପ୍ରହ୍ଲାଦ ଦାଶଙ୍କ ପରୋଲକ । 

୯୨ ବର୍ଷ ବୟସରେ ସହିଦ ନଗର ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । 

ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ପୁଅ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ଦାଶ ଓ ସାନ ପୁଅ BJPର ବରିଷ୍ଠ ନେତା ତଥା ସହିଦ ନଗରର ପୂର୍ବତନ କର୍ପୋରେଟର ପଦ୍ମନାଭ ଦାଶ ଓ ୪ ଝିଅ ,ଜ୍ବାଇଁ ସମେତ ନାତି, ନାତୁଣୀ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । 


ପ୍ରହ୍ଲାଦଙ୍କ ବିୟୋଗରେ ସମଗ୍ର ସହିଦ ନଗର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ: ରାନୀ ପଣ୍ଡାଙ୍କ ଡ୍ୟାନ୍ସରେ ପପୁ ପମପମ୍ ଦିୱାନା

ଏହାବି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମିଳିବ ତିନି ଗୁଣ ଅଧିକ ଟଙ୍କା! ଜାଣନ୍ତୁ ଡିଟେଲ୍ସ