ଭୁବନେଶ୍ବରରେ ଗଣଦୁଷ୍କର୍ମ ଅଭିଯୋଗ, ୨୨ ଦିନ ପରେ ପୋଲିସ ରଖିଲା ଏତଲା

୪ ଜଣ ବ୍ୟକ୍ତି ମହିଳାଙ୍କୁ କାର୍‌ରେ ଟେକି ନେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରିଛି ।

ଭୁବନେଶ୍ବରରେ ଗଣଦୁଷ୍କର୍ମ ଅଭିଯୋଗ, ୨୨ ଦିନ ପରେ ପୋଲିସ ରଖିଲା ଏତଲା
Image Credit: ଫାଇଲ ଫଟୋ

About the Author

Saroj Kumar Behera

Saroj Kumar Behera

ଜୀ ଓଡ଼ିଶା, ଭୁବନେଶ୍ୱର

Read More