Cyclone Asani Live Updates: ଉପକୂଳ ଆଡକୁ ମାଡି ଆସୁଛି ଭୀଷଣ ବାତ୍ୟା, ଏହି ୪ ଜିଲ୍ଲାକୁ ସତର୍କତା
Advertisement

Cyclone Asani Live Updates: ଉପକୂଳ ଆଡକୁ ମାଡି ଆସୁଛି ଭୀଷଣ ବାତ୍ୟା, ଏହି ୪ ଜିଲ୍ଲାକୁ ସତର୍କତା

Cyclone Asani Live Updates: ଉପକୂଳ ଆଡକୁ ମାଡି ଆସୁଛି ଭୀଷଣ ବାତ୍ୟା, ଏହି ୪ ଜିଲ୍ଲାକୁ ସତର୍କତା

 

ସୌ- ଟ୍ୱିଟର @mcbbsr
LIVE Blog

 

 

 

 

 

 

 

  • ୧୨ରେ ଓଡ଼ିଶା ଉପକୂଳର ସବୁଠୁ ନିକଟବର୍ତ୍ତୀ ହେବ ବାତ୍ୟା ଅସାନି
  • ୮୦ରୁ ୯୦ କିଲୋମିଟର ଦୂରତାରୁ ଉତ୍ତର ପୂର୍ବ ଦିଗକୁ ଗତି କରିବ 
  • କାଲିଠାରୁ ବାତ୍ୟା ଅସାନିର ପ୍ରଭାବ- IMD
  • ବାତ୍ୟା ଉପକୂଳ ନଛୁଇଁଲେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା
  • ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା
  • ରାଜ୍ୟର ୪ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଆଶଙ୍କା
  • ଅସାନି ପାଇଁ ୪ ଜିଲ୍ଲାର ୧୫ ବ୍ଲକକୁ ସର୍ତକ ସୂଚନା
  • ମେ ୧୧ରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କଟକରେ ପ୍ରବଳ ବର୍ଷା
  • ମେ ୧୨ରେ ପୁରୀ, ଜଗତସିଂପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର
  • ସମୁଦ୍ରରେ ଦେଖିବାକୁ ମିଳିଲାଣି ବାତ୍ୟା ଅସାନିର ପ୍ରଭାବ
  • ସମୁଦ୍ରରେ ଉଚ୍ଚ ଢେଉ ଉଠିବା ସହିତ ପବନର ଦିଗ ପରିବର୍ତନ ହୋଇ ବେଗ ମଧ୍ୟ ବଢିବା ଆରମ୍ଭ ହେଲାଣି
  • ଓଡିଶାର ସମସ୍ତ ବନ୍ଦର ପାଇଁ ୨ନଂ ବିପଦ ସଙ୍କେତ ଜାରି