ଆସୁଛି ଲଘୁଚାପ; ସାମ୍ଭାବ୍ୟ ବନ୍ୟାକୁ ନେଇ ସତର୍କ ଜଳ ସମ୍ପଦ ବିଭାଗ

ବର୍ତ୍ତମାନ ମନସୁନ୍ ଟ୍ରଫ୍ ଲାଇନ ସକ୍ରିୟ ଥିବା ବେଳେ ଏକ ଘୂର୍ଣ୍ଣିବଳୟ ଉତ୍ତର ଛତିଶଗଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ଲମ୍ବିଛି।

ଆସୁଛି ଲଘୁଚାପ; ସାମ୍ଭାବ୍ୟ ବନ୍ୟାକୁ ନେଇ ସତର୍କ ଜଳ ସମ୍ପଦ ବିଭାଗ
Image Credit: ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

About the Author