Minister Sushanta Singhଙ୍କୁ କୋରୋନା
Advertisement

Minister Sushanta Singhଙ୍କୁ କୋରୋନା

Minister Sushanta Singh କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। 

Minister Sushanta Singhଙ୍କୁ କୋରୋନା

ଭୁବନେଶ୍ୱର:

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ Sushanta Singh କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟ୍ୱିଟ କରି ମନ୍ତ୍ରୀ ସୁଶାନ୍ତ ସିଂ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି କି ମୋ କୋରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ମୁଁ ଚିକିତ୍ସାଧିନ ରହିଛି। ମୋର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୋ ସମ୍ପର୍କରେ ଯେଉଁମାନେ ଆସିଥିଲେ, ସେମାନେ ଆଇସୋଲେସନରେ ରହି ନିଜର କୋରୋନା ଯାଞ୍ଚ କରାଇ ନିଅନ୍ତୁ। 

ସୂଚନା ଯୋଗ୍ୟ ରାଜ୍ୟରେ କୋରୋନା ଆକ୍ରାନ୍ତ ହେବାରେ ସୁଶାନ୍ତ ପ୍ରଥମ ମନ୍ତ୍ରୀ। ଏହା ପୂର୍ବରୁ ବିଧାୟକମାନେ କୋରୋନା ଆକ୍ରାନ୍ତ ହୋଇ ପଡ଼ିଥିଲେ। ବାଲେଶ୍ୱର, ସାଲେପୁର ବିଧାୟକ ଆକ୍ରାନ୍ତ ହୋଇଥିବା ବେଳେ ନିକଟରେ  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କୋରୋନା ହୋଇଥିବା ଜଣାପଡ଼ିଥିଲା। ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ।