ପୁଣି ନୂଆ ୧୦ ଆକ୍ରାନ୍ତ, ଗଞ୍ଜାମରୁ ପୁଣି ୭

ରାଜ୍ୟରେ ପୁଣି ୧୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ଗଞ୍ଜାମ ଓ ଭୁବନେଶ୍ୱରରେ ଆସିଛି। ୧୦ଟି ମାମଲାରୁ ୩ ଜଣ ଆକ୍ରାନ୍ତ ଭୁବନେଶ୍ୱରରୁ ରହିଛନ୍ତି। ସେହିପରି ଅନ୍ୟ ସାତ ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଏହା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି।

ପୁଣି ନୂଆ ୧୦ ଆକ୍ରାନ୍ତ, ଗଞ୍ଜାମରୁ ପୁଣି ୭

About the Author