ଏହି ଜିଲ୍ଲାରେ ପୁଣି ବାହାରିଲେ କୋରୋନା ସଂକ୍ରମିତ, ରାଜ୍ୟରେ ୧୬୯କୁ ବୃଦ୍ଧି ପାଇଲା ସଂଖ୍ୟା

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଇବାର ଲାଗିଛି। ଗୋଟିଏ ଦିନ ପରେ ଆଜି ଅର୍ଥାତ ସୋମବାର ୬ଟି ନୂଆ କୋରୋନା ପଜିଟିଭ ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏହି ୬ କୋରୋନା ମଧ୍ୟରୁ ୪ଟି ଯାଜପୁର ଜିଲ୍ଲାର ହୋଇଥିବା ବେଳେ ୨ ଜଣ ଭଦ୍ରକ ଜିଲ୍ଲାର ରହିଥିବା ସୂଚନା ମିଳିଛି। ତେ

ଏହି ଜିଲ୍ଲାରେ ପୁଣି ବାହାରିଲେ କୋରୋନା ସଂକ୍ରମିତ, ରାଜ୍ୟରେ ୧୬୯କୁ ବୃଦ୍ଧି ପାଇଲା ସଂଖ୍ୟା

About the Author