ରାଜ୍ୟର କୋଭିଡ଼ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । କଟକ-ଭୁବନେଶ୍ୱରରେ ଅଧିକ ଆମ୍ବୁଲାନସ୍‌ ମୁତୟନ ସହ ଅଧିକ ICU ବେଡ୍ ସହିତ ନିୟମର କଡାକଡି ଅନୁପାଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଆସନ୍ତା ସପ୍ତାହ ମଧ୍ୟରେ ଟ୍ୱିନ୍ ସିଟିରେ ପରିସ୍ଥିତିର

ରାଜ୍ୟର କୋଭିଡ଼ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ

About the Author