ସେପ୍ଟମ୍ବର ୧୩ରୁ NEET EXam, ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ରକ୍ଷା ଉପରେ ଗୁରୁତ୍ୱ

ଜେଇଇ ମେନ୍ ଭଳି ନିଟ ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ କରିବାକୁ ଘୋଷଣା କରିଥିବା ବେଳେ ବିଏମସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଜିଲ୍ଲାରୁ ପରୀକ୍ଷା ଲାଗି ଭୁବନେଶ୍ୱର ଆସିବା ପାଇଁ ବର୍ତ୍ତମାନ ସୁଦ୍ଧା ୧୩ ଶହ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି ।

ସେପ୍ଟମ୍ବର ୧୩ରୁ NEET EXam, ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ରକ୍ଷା ଉପରେ ଗୁରୁତ୍ୱ