ଓଡ଼ିଶାରେ Omicron ଭାୟା ଭୁବନେଶ୍ୱର! ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବିଦେଶ ଫେରନ୍ତା

ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ। ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍ ଆସୁଛି। ରାଜ୍ୟରେ ଡିସେମ୍ବର ୪ ସୁଦ୍ଧା ୭୪୪୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ୫ ତାରିଖ ସୁଦ୍ଧା ୧୨୦୬ ରୋଗୀ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି।

ଓଡ଼ିଶାରେ Omicron ଭାୟା ଭୁବନେଶ୍ୱର! ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବିଦେଶ ଫେରନ୍ତା
Image Credit: ଡିଜାଇନ୍ ଫଟୋ

About the Author