କେନ୍ଦ୍ରର MSME ପ୍ୟାକେଜକୁ ନେଇ କ'ଣ କହିଲେ ରାଜ୍ୟ ସରକାର ?

କେନ୍ଦ୍ର ସରକାରଙ୍କ ପ୍ୟାକେଜ୍ ଦ୍ୱାରା ଓଡ଼ିଶାର ପ୍ରାୟ ୩ଲକ୍ଷରୁ ଅଧିକ ଥିବା ଛୋଟ ଶିଳ୍ପଗୁଡ଼ିକ ଉପକୃତ ହେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରର MSME ପ୍ୟାକେଜକୁ ନେଇ କ'ଣ କହିଲେ ରାଜ୍ୟ ସରକାର ?
Image Credit: ପ୍ରତୀକାତ୍ମକ ଫଟୋ

About the Author